ପାତ୍ରପୁର
ଭାରତରେ ଗ୍ରାମ
ପାତ୍ରପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆନ୍ଧ୍ରପ୍ରଦେଶର ସିମାଞ୍ଚଳଠାରେ ଥିବା ଏକ ଛୋଟ ସହର ।[୧][୨] ଏହା ବ୍ରହ୍ମପୁରର ଦକ୍ଷିଣ ପଶ୍ଚିମକୁ ରହିଛି । ଏହା ଗଞ୍ଜାମ ଜିଲ୍ଲାର ସର୍ବ ବୃହତ ଗ୍ରାମ ଓ ଏଠାରେ ୧୫,୦୦୦ ଲୋକ ବସବାସ କରନ୍ତି । ଏହା ଏକ ବ୍ଲକ ଅଞ୍ଚଳ ମଧ୍ୟ ।[୩] ଏହି ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳ ଗୋପାଳସାଗର, ଶ୍ରୀରାମପୁର, ସପଙ୍ଗ ଆଦି । [୪]
ପାତ୍ରପୁର | |
---|---|
village | |
Country | India |
State | Odisha |
District | Ganjam |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
PIN | 761004 |
Telephone code | 0680 |
ଯାନବାହାନ ପଞ୍ଚୀକରଣ |
|
Nearest Town | Chikiti Ichapuram (Andhra Pradesh) |
Climate | normal (Köppen) |
ଆଖପାଖ ଅଞ୍ଚଳ ପାଇଁ ପାତ୍ରପୁର ଏକ ବ୍ୟବସାୟ କେନ୍ଦ୍ର । ଏହାର ମୁଖ୍ୟ ଜୀବିକା ଅର୍ଜନ ସ୍ରୋତ ଚାଷ । ଏଠାରେ ସମସ୍ତ ପ୍ରକାର ଆଧୁନିକସେବା ଉପଲବ୍ଧ ହେବା ସହ ଶିକ୍ଷାର ମଧ୍ୟ ଉତ୍ତମ ବ୍ୟବସ୍ଥା ରହିଛି । ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବାରୁ ଏଠାକାର ଅଧିକାଂଶ ଲୋକେ ଓଡ଼ିଆ ସହ ତେଲୁଗୁ ଭାଷା ମଧ୍ୟ ଜାଣନ୍ତି ଓ ଆନ୍ଧ୍ରପ୍ରଦେଶ ସହ ବ୍ୟବସାୟିକ ସମ୍ବନ୍ଧ ରଖିଥାନ୍ତି । ଏଠାରେ ଠାକୁରାଣୀ ଯାତ୍ରାରେ ୫୦,୦୦୦ ଲୋକ ସମାଗମ ହୁଅନ୍ତି ।
ଆଧାର
ସମ୍ପାଦନା- ↑ Orissa (India). (1964). The Orissa Gazette.
- ↑ http://www.mapsofindia.com/villages/orissa/ganjam/jarada/patrapur.html
- ↑ "GANJAM District - Patrapur Block Information". www.naveenpatnaik.com. naveenpatnaik.com. Retrieved 20 August 2019.[permanent dead link]
- ↑ http://www.naveenpatnaik.com/Patrapur-Village-18111-2414.html[permanent dead link]
ବାହାର ଲିଙ୍କ
ସମ୍ପାଦନା- A news story about Patrapur Archived 2007-09-27 at the Wayback Machine.