ଚଣ୍ଡୀଖୋଲ
ଚଣ୍ଡୀଖୋଲ, ଭାରତୀୟ ରାଜ୍ୟ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ । ସାଧୁ ବାବା ଭୈରବାନନ୍ଦ ବ୍ରହ୍ମଚାରୀ ଏହି ସ୍ଥଳରେ ଦେବୀ ଚଣ୍ଡୀଙ୍କ ଉପାସନା କରୁଥିଲେ । ତାଙ୍କଦ୍ୱାରା ମା ଚଣ୍ଡୀଙ୍କ ମୂର୍ତ୍ତି ସ୍ଥାପିତ ହେଇଥିଲା । ଏହା ବରୁଣେଇ ପର୍ବତର ଘଞ୍ଚ ଅରଣ୍ୟରେ ୧୯୩୨ ମସିହାରେ ସ୍ଥାପିତ ହେଇଥିଲା ।[୧]
ଚଣ୍ଡିଖୋଲ | |
---|---|
ସହର | |
ଅବସ୍ଥାନ : 20°41′58″N 86°8′2″E / 20.69944°N 86.13389°ECoordinates: 20°41′58″N 86°8′2″E / 20.69944°N 86.13389°E | |
Country | ![]() |
State | ଓଡ଼ିଶା |
District | ଯାଜପୁର |
Languages | |
• Official | ଓଡ଼ିଆ |
ସମୟ ମଣ୍ଡଳ | UTC+5:30 (IST) |
ଗାଡ଼ି ପଞ୍ଜିକରଣ | OD-04 |
Nearest city | ଯାଜପୁର |
ୱେବସାଇଟ | odisha |
ପ୍ରସିଦ୍ଧି ସମ୍ପାଦନ କରନ୍ତୁ
ଏହି ଅଞ୍ଚଳ ବର୍ତ୍ତମାନ ଏକ ଶିଳ୍ପ ନିମନ୍ତେ ଏକ ଉତ୍କୃଷ୍ଟ ସ୍ଥାନରେ ପରିଣତ ହେଇଛି ।[୨] ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଗ୍ରାମୀଣ କ୍ୟାମ୍ପସ ଏଠାରେ ଉଦଘାଟିତ ହୋଇଛି ।[୩] ଏଠାରେ ଗଣେଶ ଇନଷ୍ଟିଟୁଟ ଅଫ ଇଞ୍ଜିନିୟରିଂ ଟେକ୍ନୋଲୋଜି ନାମରେ ଏକ ଇଞ୍ଜିନିୟରିଂ କଲେଜ ମଧ୍ୟ ଅଛି । ଚଣ୍ଡୀଖୋଲର 'ପେଡା' ମଧ୍ୟ ବହୁ ଲୋକପ୍ରିୟ ।
ଭୌଗୋଳିକ ସ୍ଥିତି ସମ୍ପାଦନ କରନ୍ତୁ
ଏହା ଯାଜପୁର ଜିଲ୍ଲା ମଧ୍ୟରେ ଅନ୍ତର୍ଭୁକ୍ତ ।
ଜାତୀୟ ରାଜପଥ ୨୦୦ର ଏକ ମୁଣ୍ଡରେ ଏହି ସ୍ଥାନ ଅବସ୍ଥିତ । ଏହି ରାଜପଥର ଅପର ମୁଣ୍ଡ ରାୟପୁରଠାରେ ଅବସ୍ଥିତ । ଚଣ୍ଡୀଖୋଲ ଦେଇ ଜାତୀୟ ରାଜପଥ -୫ ମଧ୍ୟ ଯାଇଛି ।
ଏଠାରୁ ୭୦ କିଲୋମିଟର ଦୂରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଅବସ୍ଥିତ ।
ପୁନଶ୍ଚ ଦେଖଣା ସମ୍ପାଦନ କରନ୍ତୁ
ବାହ୍ୟ ସଂଯୋଗ ସମ୍ପାଦନ କରନ୍ତୁ
This article about a location in Jajapur district (Jajpur district), Odisha, India is a stub. You can help Wikipedia by expanding it. |
- ↑ "Chandikhole chandi Temple". jajpur.nic.in. ଯାଜପୁର ଜିଲ୍ଲା ପ୍ରଶାସନ. Retrieved 3 September 2019.
- ↑ https://economictimes.indiatimes.com/industry/energy/oil-gas/india-to-build-two-more-strategic-petroleum-reserves-piyush-goyal/articleshow/64764721.cms
- ↑ "Utkal University gets rural campus at Chandikhole". www.business-standard.com. business-standard.com. Retrieved 3 September 2019.