ଟେମରି
ଟେମରି(ତେମାରୀ ନାମରେ ମଧ୍ୟ ପରିଚିତ) ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଏକ ଗ୍ରାମ ପଞ୍ଚାୟତ ।
Temri ଟେମରି टेमरी | |
---|---|
![]() | |
Nickname(s): Temari | |
Country | ![]() |
State | ଓଡ଼ିଶା |
District | ବରଗଡ଼ |
Elevation | 205 m (673 ft) |
ଜନସଂଖ୍ୟା (2001) | |
• ମୋଟ | ୨,୦୯୩ |
Languages | |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 768039 |
ଗାଡ଼ି ପଞ୍ଜିକରଣ | OD |
ୱେବସାଇଟ | odisha |
ଶିକ୍ଷା ସମ୍ପାଦନ କରନ୍ତୁ
ଗ୍ରାମରେ ପ୍ରାଇମାରୀ ସ୍କୁଲ ସହ ହାଇସ୍କୁଲ ମଧ୍ୟ ରହିଛି ।[୧]
ଭୌଗଳିକ ଅବସ୍ଥିତି ସମ୍ପାଦନ କରନ୍ତୁ
ଟେମରିର ଭୌଗୋଳିକ ଅବସ୍ଥିତି 21°0′42″N 82°53′45″Eଠାରେ । ଏହା ସମୁଦ୍ରପତ୍ତନଠାରୁ ୮୬୯ଫୁଟ ଉପରେ । ଏହା ଜିଲ୍ଲାର ସଦର ମହକୁମା ବରଗଡ଼ଠାରୁ ୧୦୪ କିଲୋମିଟର ଦୂରବର୍ତ୍ତୀ । ଏହା ପାଇକମାଳ ବ୍ଲକର ଏକ ଗ୍ରାମ ପଞ୍ଚାୟତ ଓ ପାଇକମାଳଠାରୁ ଏହା ୧୮ କିଲୋମିଟର ଦୂର । ଏହି ଅଞ୍ଚଳ ଚିର ମରୁଡିଗ୍ରସ୍ତ । ଏଠାରେ ଜଳସେଚନର ସୁବିଧା ନାହି । ଏଠାରୁ ୨୫ କିଲୋମିଟର ଦୂରରେ ଗନ୍ଧମାର୍ଦନ ପର୍ବତ ଅବସ୍ଥିତ । ଏଠାରୁ ୩ କିଲୋମିଟର ଦୂରରେ ମଗରଣଲ୍ଲ ବନ୍ଧ ଅବସ୍ଥିତ ।
ଜନ ଆବାଦୀ ସମ୍ପାଦନ କରନ୍ତୁ
୨୦୦୧ ମସିହା ଜନଗଣନା[୨] ଅନୁସାରେ ଏହି ସହରର ଜନସଂଖ୍ୟା ୨୦୯୩ ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୧୦୪୫ ଥିବା ବେଳେ ମହିଳା ସଂଖ୍ୟା ୧୦୪୮ ଥିଲା ।[୩] ଏଠାରେ ସାକ୍ଷରତା ହାର ୬୧% ଯାହା ଜାତୀୟ ହାର ଠାରୁ କିଛି ଅଧିକ ।
ଯାନୀ ଯାତ୍ରା ସମ୍ପାଦନ କରନ୍ତୁ
ନୂଆଖାଇ ଓ ପୌଷ ପୂର୍ଣ୍ଣିମା ଏଠାର ମୁଖ୍ୟ ପୂଜା । ଲକ୍ଷ୍ମୀ ପୂଜା ଏଠାରେ ପାଳନ କରାଯାଏ ।
ଆଧାରସମ୍ପାଦନ କରନ୍ତୁ
- ↑ = List of High School | publisher = Department of Schools and Mass Education, Government of Odisha
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ [୧]