ଟେମରି(ତେମାରୀ ନାମରେ ମଧ୍ୟ ପରିଚିତ) ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଏକ ଗ୍ରାମ ପଞ୍ଚାୟତ । 

Temri

ଟେମରି

टेमरी
Temri village.jpg
Nickname(s): 
Temari
Country India
Stateଓଡ଼ିଶା
Districtବରଗଡ଼
Elevation
205 m (673 ft)
ଜନସଂଖ୍ୟା
 (2001)
 • ମୋଟ୨,୦୯୩
Languages
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
768039
ଗାଡ଼ି ପଞ୍ଜିକରଣOD
ୱେବସାଇଟodisha.gov.in

ଶିକ୍ଷା ସମ୍ପାଦନ କରନ୍ତୁ

ଗ୍ରାମରେ ପ୍ରାଇମାରୀ ସ୍କୁଲ ସହ ହାଇସ୍କୁଲ ମଧ୍ୟ ରହିଛି ।[୧]

ଭୌଗଳିକ ଅବସ୍ଥିତି ସମ୍ପାଦନ କରନ୍ତୁ

 
forest area in temri village

ଟେମରିର ଭୌଗୋଳିକ ଅବସ୍ଥିତି  21°0′42″N 82°53′45″Eଠାରେ । ଏହା ସମୁଦ୍ରପତ୍ତନଠାରୁ ୮୬୯ଫୁଟ ଉପରେ । ଏହା ଜିଲ୍ଲାର ସଦର ମହକୁମା ବରଗଡ଼ଠାରୁ ୧୦୪ କିଲୋମିଟର ଦୂରବର୍ତ୍ତୀ । ଏହା ପାଇକମାଳ ବ୍ଲକର ଏକ ଗ୍ରାମ ପଞ୍ଚାୟତ ଓ ପାଇକମାଳଠାରୁ ଏହା ୧୮ କିଲୋମିଟର ଦୂର । ଏହି ଅଞ୍ଚଳ ଚିର ମରୁଡିଗ୍ରସ୍ତ । ଏଠାରେ ଜଳସେଚନର ସୁବିଧା ନାହି । ଏଠାରୁ ୨୫ କିଲୋମିଟର ଦୂରରେ ଗନ୍ଧମାର୍ଦନ ପର୍ବତ ଅବସ୍ଥିତ । ଏଠାରୁ ୩ କିଲୋମିଟର ଦୂରରେ ମଗରଣଲ୍ଲ ବନ୍ଧ ଅବସ୍ଥିତ ।  

ଜନ ଆବାଦୀ ସମ୍ପାଦନ କରନ୍ତୁ

୨୦୦୧ ମସିହା ଜନଗଣନା[୨] ଅନୁସାରେ ଏହି ସହରର ଜନସଂଖ୍ୟା ୨୦୯୩ ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୧୦୪୫ ଥିବା ବେଳେ ମହିଳା ସଂଖ୍ୟା ୧୦୪୮ ଥିଲା ।[୩] ଏଠାରେ ସାକ୍ଷରତା ହାର ୬୧% ଯାହା ଜାତୀୟ ହାର ଠାରୁ କିଛି ଅଧିକ ।

ଯାନୀ ଯାତ୍ରା ସମ୍ପାଦନ କରନ୍ତୁ

ନୂଆଖାଇପୌଷ ପୂର୍ଣ୍ଣିମା ଏଠାର ମୁଖ୍ୟ ପୂଜା । ଲକ୍ଷ୍ମୀ ପୂଜା ଏଠାରେ ପାଳନ କରାଯାଏ । 

ଆଧାରସମ୍ପାଦନ କରନ୍ତୁ

  1. = List of High School | publisher = Department of Schools and Mass Education, Government of Odisha
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  3. [୧]