ମଙ୍ଗଳେଶ୍ୱର ଶିବ ମନ୍ଦିର
ମଙ୍ଗଳେଶ୍ୱର ଶିବ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଏକ ମନ୍ଦିର । ଏହାର ଅବସ୍ଥିତି Lat- 20◦ 14’ 38" N., Long- 85◦ 50’ 38" E.,ଠାରେ ଓ ଏହାର ଉଚ୍ଚତା ୪୫ ଫୁଟ । ଦେଉଳଟି ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାର ନିର୍ମାଣ ଶୈଳୀରୁ ଅନୁମିତ । ବର୍ତ୍ତମାନ ଏହା ପୂଜକଙ୍କ ନିଜସ୍ୱ ମାଲିକାନାରେ ରହିଛି । ରେଖ ଓ ପୀଢ଼ ଶୈଳୀରେ ଏହାର ଗର୍ଭଗୃହ ବିମାନ ଓ ଜଗମୋହନ ନିର୍ମିତ ।
ମଙ୍ଗଳେଶ୍ୱର ଶିବ ମନ୍ଦିର | |
---|---|
![]() | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 20°14′38″N 85°50′38″E / 20.24389°N 85.84389°ECoordinates: 20°14′38″N 85°50′38″E / 20.24389°N 85.84389°E |
ଦେଶ | India |
ରାଜ୍ୟ | Orissa |
ସ୍ଥାନ | Bhubaneswar |
ଉଚ୍ଚତା | ୧୪ m (୪୬ ft) |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | lord Siva |
ତିଆରି ଶୈଳୀ | Kalingan Style (Kalinga Architecture) |
ଇତିହାସ ଓ ପାଳନ | |
ନିର୍ମାଣ କାଳ | 14th century A.D. |
ଏହି ମନ୍ଦିର ପାପନାଶିନୀ କୁଣ୍ଡର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ । ଏହା ପୂର୍ବମୁହାଁ ଓ ଏଠାରେ କେବଳ ଯୋନିପୀଠ ରହିଛି । ଏହା ଭୂମିସ୍ତରରୁ ୧.୬୦ ମିଟର ତଳକୁ ରହିଛି । ଏଠାରେ ଶିବରାତ୍ରି, ସଂକ୍ରାନ୍ତି, ଜଳାଭିଷେକ ଆଦି ପାରମ୍ପରିକ ସେବା ଅନୁଷ୍ଠିତ ହେଇଥାଏ ।
ଆଧାରସମ୍ପାଦନ କରନ୍ତୁ
- Dr. Sadasiba Pradhan & Team, Dated on 15.11.2006,Debala Mitra, ‘Bhubaneswar’ New Delhi, 1958, P. 29.
- K.C. Panigrahi, Archaeological Remains at Bhubaneswar, Calcutta, 1961. PP. 16–17 and 25.
- L. S.S. O’ Malley, Bengal District Gazetteer Puri, Calcutta 1908, P. 240.
- M.M. Ganguly, Orissa and Her remains, Calcutta, 1912, PP. 393–394.
- P.R. Ramachandra Rao, Bhubaneswar Kalinga Temple Architecture, Hyderabad, 1980, P. 29.
- R.P. Mohapatra, ‘Archaeology in Orissa’. Vol. I, Delhi, 1986. P. 57.
- R.L. Mitra. The Antiauities of Orissa, Vol.II, Calcutta, 1963, PP. 160–161.
- T.E. Donaldson, ‘Hindu Temple Art of Orissa’. Vol. I, Leiden, 1985, P. 76.