@ଶୁଭଭାଇ ପବିତ୍ର ଦୀପାବଳୀର ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଶାକରେ ଆପଣଙ୍କ ଜୀବନରେ ଖୁସିର ଆଲୋକ ଭରିଯିବ ।Anos Vordigoad (ମୋ ଆଲୋଚନା) ୦୮:୧୩, ୧୪ ନଭେମ୍ବର ୨୦୨୦ (IST)
ବ୍ୟବହାରକାରୀଙ୍କ ଆଲୋଚନା:Psubhashish
ଜୀବନକାଳ ରେଖା - ଛାଞ୍ଚଟିରେ ଯଦି ଓଡ଼ିଆ ସଂଖ୍ଯା ସବୁ ଆଣିହେବ ତେବେ ତାହା କରିଦିଅନ୍ତୁ । ଧନ୍ଯବାଦ --Anos Vordigoad (ମୋ ଆଲୋଚନା) ୧୬:୪୫, ୫ ନଭେମ୍ବର ୨୦୨୦ (IST)
ତା' ପାଇଁ କଣ କରାଯିବ ମୋର ଧାରଣା ନାହିଁ । ଆଲୋଚନା ସଭାରେ ବରଂ ଏ ବାବଦରେ ଅନୁରୋଧ କଲେ ଭଲ ହେବ ।
Peach 🍑 ଫଳର ଓଡ଼ିଆ ଅନୁବାଦ କ'ଣ ହେବ? --Anos Vordigoad (ମୋ ଆଲୋଚନା) ୧୮:୪୧, ୯ ନଭେମ୍ବର ୨୦୨୦ (IST)
There are no older topics