Psubhashish   
All Pages:  1 -  2 -  3 -  4 -  5 -  6 -  7 -  8 -  ... (up to 100)


ଶେଷଥର ଅଲୋଚନାଗୁଡିକ ୨୦୨୩-୦୭-୧୩ ଦିନ ବ୍ୟବହାରକାରୀଙ୍କ ଆଲୋଚନା:Psubhashish/Structured Discussions Archive 1ରେ ସାଇତା ଯାଇଛି ।


Barnstar

  The Barnstar of National Merit
For excellent works translate.net for localization in Odia,I give this Barnstar to subhashish
this WikiAward was given to Psubhashish by Jayantanth (ମୋ କଥା) on ୦୪:୫୩, ୩୧ ମାର୍ଚ ୨୦୧୧ (UTC)


The Hard Worker's Barnstar

  The Hard Worker's Barnstar
This Branstar is awarded to Psubhashish for his tirelessly and endlessly work on laborious and repetitive tasks of odia Wiki. --Srikant Kedia ୨୦:୦୫, ୨୩ ମେ ୨୦୧୧ (UTC)


The Guidance Barnstar

  The Guidance Barnstar
For his help locate valuable resources, information and assistance.
This WikiAward is for Psubhashish by ansuman (ମୋ ଆଲୋଚନା) ୦୫:୫୮, ୭ ଜୁନ ୨୦୧୧ (UTC)

A barnstar for you!

  The Original Barnstar
ଧନ୍ୟବାଦ Hpsatapathy (ମୋ ଆଲୋଚନା) ୦୧:୫୧, ୧୫ ଫେବୃଆରୀ ୨୦୧୪ (UTC)
ଆପଣଙ୍କୁ ଅନେକ ଧନ୍ୟବାଦ ଭାଇ :) ଆଉ ଲେଖାଲେଖି କରିବାରେ କିଛି ଅସୁବିଧା ହେଉଛି କି? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୨୭, ୧୮ ଫେବୃଆରୀ ୨୦୧୪ (UTC)

ଆକୃତି ସାରଳା - ୟୁନିକୋଡ଼ ଫଣ୍ଟ କନଭର୍ଟର

  ଫଣ୍ଟ ମାଷ୍ଟର
ଆକୃତି ସାରଳା - ୟୁନିକୋଡ଼ ଫଣ୍ଟ କନଭର୍ଟର ବହୁତ ଭଲ କାମ କରୁଛି । ତୁମକୁ ତଥା ଏ କାମରେ ସାହାଯ୍ୟ କରିଥିବା ଅନ୍ୟ ଉଇକିଆଳିମାନଙ୍କୁ ବହୁତ ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୩୭, ୨୦ ଜୁନ ୨୦୧୪ (UTC)
ଏ ମେଡାଲ ପାଇ କାଲି ରାତିର ଉଜାଗର ଆଖି ଆଲୁଅ ଆଲୁଅ ହେଇଗଲା ଭାଇ, ସାଧୁବାଦ ଆଉ କଣ ନିଜ ଲୋକଙ୍କୁ କହନ୍ତି । ତମ ହାତର କଷଣ ଟିକେ ଲାଘବ ହେଉ ଏବେ ଆକୃତି ଆଉ ଶ୍ରୀଲିପି କନଭର୍ଟର ବ୍ୟବହାର କରି -- ସେତିକିରେ ମୋର କୋଟିନିଧି! --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୪୪, ୨୦ ଜୁନ ୨୦୧୪ (UTC)
  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ପାଇଁ ଏକ Barnstar
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ରେ ଆପଣଙ୍କ ଯୋଗଦାନ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏମିତି ସୁନ୍ଦର ସୁନ୍ଦର ଲେଖା ଲେଖୁଥାନ୍ତୁ ଓ ଓଡିଆ ଉଇକି କୁ ଆଗକୁ ବଢାନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୦୭, ୨୩ ମାର୍ଚ୍ଚ ୨୦୧୫ (UTC)

ଅନେକ ନୁଆ ପୁରୁଣା ଶବ୍ଦ ପାଇଁ

  The Audio Barnstar
କେତେ ପେଁକାଳି, ପଶୁପକ୍ଷୀ, ସାଧାରଣ ଜିବନ, ଆଉ ଓଡ଼ିଆ ଶବ୍ଦ ଉଇକିରେ ଦେଇଥିବା ଯୋଗୁ ଏଇ କୁନି ତାରାଟେ ତୁମ ପାଈଁ Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୪:୧୪, ୨୯ ଅପ୍ରେଲ ୨୦୨୦ (IST)Reply
ହା ହା ଥାଙ୍କୁ ଥାଙ୍କୁ! 🤗❤️ --ସୁଭ (ଆଳାପ) ୧୪:୪୭, ୨୯ ଅପ୍ରେଲ ୨୦୨୦ (IST)Reply


A2K Monthly Report for January 2024

 

Dear Wikimedian,

In January, CIS-A2K successfully concluded several initiatives, and we are pleased to present a comprehensive monthly newsletter summarizing the events and activities of the past month. This newsletter provides an extensive overview of key information, highlighting our diverse range of endeavors.

Conducted Events
  • Roundtable on Digital Cultures
  • Discussion on Disinformation and Misinformation in Wikimedia Projects
  • Roundtable on Digital Access

You can access the newsletter here.
To subscribe or unsubscribe to this newsletter, click here.

Regards MediaWiki message delivery (ମୋ ଆଲୋଚନା) ୦୦:୪୮, ୧୦ ଫେବୃଆରୀ ୨୦୨୪ (IST)Reply

Deletion Request

I request you delete or update the page ଭି. କେ. ଶଶିକଳା . Xwyuithi (ମୋ ଆଲୋଚନା) ୧୮:୩୧, ୧୦ ଫେବୃଆରୀ ୨୦୨୪ (IST)Reply

Please add the bot request to appropriate place

Hi, Can you add the bot request to Appropriate place?

This bot is a part of the tool CampWiz which assists organizers of various edit-a-thon to host, manage campaign, evaluate submissions, publish results (As of now, about 40 campaigns were hosted and 8000+ articles were submitted through this tool). One of its sibling tool helps organizers to generate a list of articles which are not present on their wiki based on topic (As of now, 233636+articles in 150+ lists were harvested). One of our main targets was to reduce the security issue and liability along with privacy issue. As such, this tool uses a single bot account to interact with mediawiki which eliminates the need of storing the user's access token on the server. As of now, the bot would perform the following tasks. In order to prevent spamming, all the edits on user talk pages would be done by batch hourly, rather than immediately.

  1. trackingTemplate: This bot would add a template (configured by the campaign organizers) on the talk page of an article if it does not already exist, whenever that article is submitted into a campaign.
  2. notifyEvaluation: This bot would add a message on submitter's talk page if any of his submissions get any evaluation by the judge (including any note that judge left).
  3. notifyNewSubmission (opt-in only): This bot would add a message containing new submission that were added on the talk page of the user who volunterily consented to have updates.
  4. notifyStatistics (opt-in only): This bot would periodically give statistics update about the campaign the user opted-in. (For future reference)

To demonstrate the functionalities, please look at the edits on mrwiki. All the templates that the bot uses should be localized too. These are:

Nokib Sarkar (ମୋ ଆଲୋଚନା) ୨୨:୩୩, ୧୬ ଅପ୍ରେଲ ୨୦୨୪ (IST)Reply

Congratulations to the Feminism and Folklore Prize Winner!

Dear Winner,

We are thrilled to announce that you have been selected as one of the prize winners in the 2024 Feminism and Folklore Writing Contest! Your contributions have significantly enriched Wikipedia with articles that document the vibrant tapestry of folk cultures and highlight the crucial roles of women within these traditions.

As a token of our appreciation, you will receive a gift coupon. To facilitate the delivery of your prize and gather valuable feedback on your experience, please fill out the Winners Google Form. In the form, kindly provide your details for receiving the gift coupon and share your thoughts about the project.

Your dedication and hard work have not only helped bridge the gender gap on Wikipedia but also ensured that the cultural narratives of underrepresented communities are preserved for future generations. We look forward to your continued participation and contributions in the future.

Congratulations once again, and thank you for being a vital part of this global initiative!

Warm regards,

The Feminism and Folklore Team

ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪

ଆଦରର ଓଡିଆ ଉଇକିଆଳି,

ଇଣ୍ଡିକ୍ ମିଡିଆ ୱିକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।

ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link

ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪ ।

ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78

ଉପରୋକ୍ତ ଲିଙ୍କରେ {ଆପଣଙ୍କ ଭାଷା} ରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି ।

ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।


ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!

ଶୁଭେଚ୍ଛା ସହ, MediaWiki message delivery (ମୋ ଆଲୋଚନା) ୧୯:୦୬, ୯ ସେପ୍ଟେମ୍ବର ୨୦୨୪ (IST) ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁReply

Translation request

Hello, Psubhashish.

Can you translate and upload the articles en:Azerbaijani manat, en:Azerbaijani manat sign and en:Campi Flegrei in Odia Wikipedia?

Yours sincerely, Oirattas (ମୋ ଆଲୋଚନା) ୨୨:୩୧, ୧୫ ସେପ୍ଟେମ୍ବର ୨୦୨୪ (IST)Reply

ଏସିଆ ମାସ ଗଣ-ସମ୍ପାଦନା ୨୦୨୪ରେ ଭାଗ ନେବାକୁ ଅନୁରୋଧ

ଏସିଆ ମାସ ଗଣସମ୍ପାଦନା ୨୦୨୪ରେ ଯୋଗ ଦେବାକୁ ଅନୁରୋଧ
୨୦୨୪ ନଭେମ୍ବର ୦୧ - ୩୦

 
ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେଉଛି ଏସିଆ ମାସ ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତ ବାହାରେ ଏସିଆ ମହାଦେଶରୁ କିଛି ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)

ଗପୁ (ମୋ ଆଲୋଚନା) ୧୨:୨୪, ୧ ନଭେମ୍ବର ୨୦୨୪ (IST)Reply

Return to the user page of "Psubhashish".