[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁବଳୟା
ସୁବଲିଆ
ସହର
ସୁବଳୟା is located in Odisha
ସୁବଳୟା
ସୁବଳୟା
ଭାରତର ଓଡ଼ିଶାରେ ଅବସ୍ଥିତି
ସୁବଳୟା is located in India
ସୁବଳୟା
ସୁବଳୟା
ସୁବଳୟା (India)
Coordinates: 20°53′N 84°10′E / 20.883°N 84.167°E / 20.883; 84.167
Country ଭାରତ
ରାଜ୍ୟOdisha
ଜିଲ୍ଲାସୁବର୍ଣ୍ଣପୁର
Area
 • ସମୁଦାୟ3.32950 km2 (1.28553 sq mi)
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOR-
Nearest cityବୀରମହାରାଜପୁର, ରେଢ଼ାଖୋଲ
ପାଣିପାଗବର୍ଷା, ଖରା, ଶୀତ (Köppen)
Websiteodisha.gov.in

ସୁବଳୟା ଭାରତୀୟ ରାଜ୍ୟ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ଏକ ସହର ଓ ବୀରମହରାଜପୁର ଉପଖଣ୍ଡରେ ଅବସ୍ଥିତ ।[୧] ଏହାକୁ ମହାନଦୀସୁରୁବାଲିଜୋର ନଦୀର ସଙ୍ଗମସ୍ଥଳରେ ଥିବା ଏକ ଦ୍ୱୀପାଞ୍ଚଳ । ଏହାର ଆୟତନ ୮୨୨.୭୩୨ ଏକର । [୨]

ଭୌଗୋଳିକ ଅବସ୍ଥିତି ସମ୍ପାଦନା

ସୁବଳୟା ରେଢ଼ାଖୋଲଠାରୁ ୩୮ କିମି ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳଷ୍ଟେସନ ରେଢ଼ାଖୋଲ

ଜନସଂଖ୍ୟା ସମ୍ପାଦନା

୨୦୧୧ ଜାତୀୟଜନଗଣନା ଅନୁସାରେ ସୁବଳୟାର ଜନସଂଖ୍ୟା ୫.୦୭୨ ଥିଲା ।[୩] ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୨,୬୩୮ ଓ ମହିଳା ସଂଖ୍ୟା ୨,୪୩୪ ଥିଲା । ୬ ବର୍ଷରୁ କମ ୬୩୦ ଥିଲା । ସୁବଳୟାର ସାକ୍ଷରତା ହାର ୮୩.୧୮ % ଥିଲା ଓ ଏହା ଜାତୀୟ ହାରଠାରୁ ଅଧିକ । ଏଥିମଧ୍ୟରୁ ପୁରୁଷ ସାକ୍ଷରତା ହାର ୯୩.୨୧ ଥିଲା । ସହରରେ ସମୁଦାୟ ଘରସଂଖ୍ୟା ୧୨୨୯ ।[୪]

ଶିକ୍ଷା ସମ୍ପାଦନା

ଏଠାରେ ଏକ ଡିଗ୍ରୀ କଲେଜ[୫] ଓ ହାଇସ୍କୁଲ ରହିଛି । ଏହା ବ୍ୟତୀତ ବେସରକାରୀ ଉଦ୍ୟମରେ ଏଠାରେ ସ୍କୁଲମାନ ରହିଛି ।[୬]

ଜଣାଶୁଣା ବ୍ୟକ୍ତିବିଶେଷ ସମ୍ପାଦନା

ଆଧାର  ସମ୍ପାଦନା

  1. "GANJAM District - Kabisuryanagar Block - Subalaya Panchayat - Subalaya Information". www.naveenpatnaik.com. naveenpatnaik.com. Archived from the original on 17 August 2019. Retrieved 17 August 2019.
  2. "ଆର୍କାଇଭ୍ କପି". Archived from the original on 2016-03-03. Retrieved 2016-12-07. {{cite web}}: Cite has empty unknown parameter: |1= (help)
  3. http://www.census2011.co.in/data/town/419524-subalaya-orissa.html
  4. "Villages & Towns in Subalaya Block Subarnapur, Odisha - Census 2011". www.censusindia.co.in. www.censusindia.co.in. Retrieved 17 August 2019.
  5. www.lfaodisha.nic.in (PDF). lfaodisha http://www.lfaodisha.nic.in/pln_2016_2017/lfa_audit/214993_AR_2016-2017-BOUDH.pdf. Retrieved 17 August 2019. {{cite web}}: Missing or empty |title= (help)
  6. "ଆର୍କାଇଭ୍ କପି". Archived from the original on 2016-07-30. Retrieved 2016-12-07. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ  ସମ୍ପାଦନା