ଉଇକିପିଡ଼ିଆ:ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା


ତାରିଖ୧୮-୧୯ ମାର୍ଚ୍ଚ ୨୦୧୭
ଜାଗାସମ୍ବାଦ ଭବନ, ଭୁବନେଶ୍ୱର
ପ୍ରେରଣାWP:GLAM/BBC's 100 Women|ବିବିସି ୧୦୦ ମହିଳା
ଭାଗ ନେଉଥିବା ସଙ୍ଗଠନସମ୍ବାଦ, ଉଇକି ଟୁଙ୍ଗି ଭୁବନେଶ୍ୱରସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି
ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା

ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା, ସମ୍ବାଦ, ଓଡ଼ିଆ ଉଇକିପିଡ଼ିଆସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏକ ଗଣସମ୍ପାଦନା । ଏହି ଗଣସମ୍ପାଦନାରେ ଲକ୍ଷ୍ୟ ଓଡ଼ିଶାର ୧୦୦ଜଣ ମହିଳାଙ୍କ ଉପରେ ପ୍ରସଙ୍ଗ ତିଆରି କରିବା କିମ୍ବା ଉନ୍ନତ କରିବା । ଗଣ-ସମ୍ପାଦନାଟି ମା‌ର୍ଚ୍ଚ ୧୮ ଓ ୧୯ରେ ସମ୍ବାଦର କା‌ର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଗଣସମ୍ପାଦନାରେ ପ୍ରସଙ୍ଗ ଗୁଡ଼ିକ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଶିକ୍ଷା ବିଭାଗ ଓ ସମ୍ବାଦ ତ‌ଥ୍ୟ ପ୍ରଦାନ କରିବ । ଭୁବନେଶ୍ୱରରେ ରହୁଥିବା ମହିଳା ଉଇକିଆଳି ମାନଙ୍କୁ ଏଥିରେ ଭାଗ ନେବାକୁ ଅନୁରୋଧ।

ଭାଗ ନେବେ ସମ୍ପାଦନା

ଭାଗ ନେବା ପାଇଁ ~~~~ ଲେଖନ୍ତୁ

ପ୍ରସଙ୍ଗ ତାଲିକା ସମ୍ପାଦନା

ସମାଜ ସେବିକା ଓ ରାଜନୀତିଜ୍ଞା
  1. ରମା ଦେବୀ
  2. ସରଳା ଦେବୀ
  3. ମାଳତୀ ଚୌଧୁରୀ
  4. ସୀତାଦେବୀ ଖାଡ଼ଙ୍ଗା
  5. ଶୈଳବାଳା ଦାସ
  6. ଅନ୍ନପୂର୍ଣ୍ଣା ମହାରଣା
  7. କୁନ୍ତଳା କୁମାରୀ ସାବତ
  8. ଜ୍ୟୋତ୍ସ୍ନା ଦେବୀ
  9. ନନ୍ଦିନୀ ଶତପଥୀ
  10. ଜୟନ୍ତୀ ପଟ୍ଟନାୟକ
  11. ଅମିୟ କୁମାରୀ ପାଢ଼ୀ
  12. ତୁଳସୀ ମୁଣ୍ଡା
  13. ସୁମାନୀ ଝୋଡ଼ିଆ
  14. ମାନସୀ ପ୍ରଧାନ
  15. ଭି ସୁଜ୍ଞାନୀ କୁମାରୀ ଦେଓ
ସଙ୍ଗୀତ, ନୃତ୍ୟ ଓ ସଂସ୍କୃତି
  1. ସୁନନ୍ଦା ପଟ୍ଟନାୟକ
  2. ସଂଯୁକ୍ତା ପାଣିଗ୍ରାହୀ
  3. ମିନତି ମିଶ୍ର
  4. ପ୍ରିୟମ୍ବଦା ମହାନ୍ତି ହେଜମାଦି
  5. କୁମକୁମ ମହାନ୍ତି
  6. ବୀଣାପାଣି ମିଶ୍ର
  7. ଶ୍ୟାମାମଣି ପଟ୍ଟନାୟକ
  8. ଭୁବନେଶ୍ୱରୀ ମିଶ୍ର
  9. ବୀଣା ଦେବୀ
  10. କ୍ରିଷ୍ଣା ପଟେଲ
  11. ତୃପ୍ତି ଦାଶ
  12. ଗୀତା ପଟ୍ଟନାୟକ
  13. ସଙ୍ଗୀତା ଗୋସାଇଁ
  14. ଅରୁଣା ମହାନ୍ତି
  15. ସୁଜାତା ମହାପାତ୍ର
  16. କସ୍ତୁରୀ ପଟ୍ଟନାୟକ
  17. ଗୀତା ଦାଶ
  18. ଇରା ମହାନ୍ତି
  19. ଶୈଳଭାମା ମହାପାତ୍ର
  20. ତପୁ ମିଶ୍ର
  21. ସଙ୍ଗୀତା ମିଶ୍ର (ପମି)
  22. ସୁଚିତ୍ରା ମହାପାତ୍ର
  23. ସଙ୍ଗୀତା ମହାପାତ୍ର
  24. ସୁମିତ୍ରା ମହାପାତ୍ର
  25. ଗୀତା ମହାଳିକ
ଚଳଚ୍ଚିତ୍ର ଓ ଦୂରଦର୍ଶନ
  1. ପାର୍ବତୀ ଘୋଷ
  2. ମଣିମାଳା ଦେବୀ
  3. ଝରଣା ଦାସ
  4. ଗ୍ଲୋରିଆ ମହାନ୍ତି
  5. ସୌଦାମିନୀ ମିଶ୍ର
  6. ରୁକ୍ମିଣୀ ଦେବୀ
  7. ରୀତା ବିଶାଲ
  8. ଉର୍ବଶୀ ଯୋଶୀ
  9. ସୁଜାତା ଆନନ୍ଦ
  10. ଅନୀତା ଦାଶ
  11. ନମ୍ରତା ଦାଶ
  12. ମହାଶ୍ୱେତା ରାୟ
  13. ଅପରାଜିତା ମହାନ୍ତି
  14. ଡଲି ଜେନା
  15. ଅନୁ ଚୌଧୁରୀ
  16. ଉଷସୀ ମିଶ୍ର
  17. ବର୍ଷା ପ୍ରିୟଦର୍ଶିନୀ
  18. ଅର୍ଚ୍ଚିତା ସାହୁ
  19. ଗାର୍ଗୀ ମହାନ୍ତି
  20. ଲକ୍ଷ୍ମୀପ୍ରିୟା ମହାପାତ୍ର
ସାହିତ୍ୟ
  1. ବିଦ୍ୟୁତପ୍ରଭା ଦେବୀ
  2. ବସନ୍ତ ମଞ୍ଜରୀ ପଟ୍ଟନାୟକ
  3. ବନୋଜ ଦେବୀ
  4. ବିନୋଦିନୀ ଦେବୀ
  5. ପ୍ରତିଭା ରାୟ
  6. ପ୍ରତିଭା ଶତପଥୀ
  7. ବ୍ରହ୍ମୋତ୍ରୀ ମହାନ୍ତି
  8. ସରୋଜିନୀ ସାହୁ
  9. ଅପର୍ଣ୍ଣା ମହାନ୍ତି
  10. ଶକୁନ୍ତଳା ବଳିୟାରସିଂହ
  11. ଅର୍ଚ୍ଚନା ନାୟକ
  12. ଯଶୋଧାରା ମିଶ୍ର
  13. ପାରମିତା ଶତପଥୀ
  14. ମମତାମୟୀ ଚୌଧୁରୀ
  15. ଗାୟତ୍ରୀ ସରାଫ
  16. ମୌସୁମୀ ପରିଡ଼ା
  17. ସରୋଜିନୀ ଷଡ଼ଙ୍ଗୀ
  18. ଗାୟତ୍ରୀବାଳା ପଣ୍ଡା
  19. ସ୍ନିଗ୍ଧା ମହାନ୍ତି
  20. ଅମିୟବାଳା ପଟ୍ଟନାୟକ
  21. କଳ୍ପନା କୁମାରୀ ଦେବୀ
  22. ବିଳାସିନୀ ମହାନ୍ତି
  23. ଅଳକା ଚାନ୍ଦ
  24. ଯଶୋଧାରା ମିଶ୍ର
  25. ମନୋରମା ବିଶ୍ଵାଳ ମହାପାତ୍ର
ଖେଳ
  1. ମିନତି ମହାପାତ୍ର
  2. ଜ୍ୟୋତି ସୁନିତା କୁଲୁ
  3. ଅନୁରାଧା ବିଶ୍ୱାଳ
  4. ରଚିତା ପଣ୍ଡା
  5. କଳ୍ପନା ଦାଶ
  6. ଶ୍ରଦ୍ଧାଞ୍ଜଳି ସାମନ୍ତରାୟ
  7. ପଦ୍ମିନୀ ରାଉତ
  8. ପ୍ରଶ୍ମିତା ମଲିକ
  9. ସୁଭଦ୍ରା ପ୍ରଧାନ
  10. ଶ୍ରାବଣୀ ନନ୍ଦ
  11. ଦୁତି ଚାନ୍ଦ
  12. ମାଧବୀ ମେହେଟ୍ଟା
  13. ରୋସନାରା ପରବୀନ
  14. ସସ୍ମିତା ମଲ୍ଲିକ
  15. ସ୍ଵାଗତିକା ରଥ
ଅମଲାତନ୍ତ୍ର
  1. ବସନ୍ତ ମଞ୍ଜରୀ ଦେବୀ (ପ୍ରଥମ ମହିଳା ମନ୍ତ୍ରୀ)
  2. ଚନ୍ଦ୍ରମଣି ନାରାୟଣ ସ୍ୱାମୀ (ପ୍ରଥମ ମହିଳା ଜିଲ୍ଲାପାଳ)
  3. ସୌମ୍ୟା ମିଶ୍ର (ପ୍ରଥମ ମହିଳା ଆଇ ପି ଏସ୍)
  4. ରୂପା ମିଶ୍ର (ପ୍ରଥମ ମହିଳା ଆଇ ଏ ଏସ୍ ଟପ୍ପର)
  5. ନିବେଦିତା ପ୍ରଧାନ (ପ୍ରଥମ ମହିଳା ମେୟର)
  1. ପ୍ରେସ ବିବରଣୀ
  2. ‘ସମ୍ବାଦ-ଉଇକିପିଡ଼ିଆ’ ଆୟୋଜନ କରିବେ ଦେଶର ପ୍ରଥମ ୧୦୦ ମହିଳା ଗଣସଂପାଦନା
  3. Sambad-Wikipedia to host 100 women edit-a-thon in Odisha