ଶୈଳଭାମା ମହାପାତ୍ର
ଓଡ଼ିଆ କଣ୍ଠଶିଳ୍ପୀ
ଶୈଳଭାମା ମହାପାତ୍ର , ଜଣେ ଓଡ଼ିଆ କଣ୍ଠଶିଳ୍ପୀ ।[୧] ଚଳଚ୍ଚିତ୍ର, ବେତାର, ଦୂରଦର୍ଶନ ଓ ଆଲବମରେ ସେ କଣ୍ଠଦାନ କରିଛନ୍ତି । ସର୍ବମୋଟ ୧୯୦୦୦ରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି, ସେଥିମଧ୍ୟରୁ ପ୍ରାୟ ୩୫୭ଟି ଗୀତ ସେ ଚଳଚ୍ଚିତ୍ର ପାଇଁ ଗାଇଛନ୍ତି । ସେ ଆକାଶବାଣୀ ଓ ଦୂରଦର୍ଶନର ଗ୍ରେଡ଼-ଏ କଳାକାର ।
ଶୈଳଭାମା ମହାପାତ୍ର | |
---|---|
ଜନ୍ମ | ଶୈଳଭାମା ମହାପାତ୍ର |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ କଣ୍ଠଶିଳ୍ପୀ |
ପିତାମାତା | ଜଗତବନ୍ଧୁ ମହାପାତ୍ର ହରପ୍ରିୟା ମହାପାତ୍ର |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଶୈଳଭାମାଙ୍କ ପିତାଙ୍କ ନାମ ଜଗତବନ୍ଧୁ ମହାପାତ୍ର ଓ ମାତାଙ୍କ ନାମ ହରପ୍ରିୟା ମହାପାତ୍ର । ମା ଓ ବଡ଼ ଭଉଣୀଙ୍କ ପ୍ରେରଣାରେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୩ ମସିହାରୁ ସେ ଆକାଶବାଣୀ ଓ ଦୂରଦର୍ଶନରେ ଶିଶୁ କଳାକାର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏକ ସଙ୍ଗୀତ ରେକଡିଂ ସମୟରେ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ତାଙ୍କୁ ଶୁଣି ଚଳଚ୍ଚିତ୍ର ମା' ଯାହାର ସାହାରେ ଗୀତ ଗାଇବାର ପ୍ରଥମ ସୁଯୋଗ ଦେଇଥିଲେ ।[୨][୩]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଧନେଶ୍ୱର ରଥ ସ୍ମୃତି ସମ୍ମାନ - ୨୦୧୯[୪]
ଆଧାର
ସମ୍ପାଦନା- ↑ "'Ajita' to empower women in Odisha". www.newindianexpress.com. The New Indian Express. Archived from the original on 7 May 2021. Retrieved 7 May 2021.
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୦୭/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ନିତିଦିନ. 7 May 2021. Archived from the original on 7 May 2021. Retrieved 7 May 2021.
- ↑ "Rendezvous With Sailabhama Mohapatra, The Talented Singer Of Odia Music Industry!". www.mycitylinks.in. my cityl inks. Archived from the original on 7 May 2021. Retrieved 7 May 2021.
- ↑ "୬ ପ୍ରତିଭାଧାରୀ ପାଇଲେ ଧନେଶ୍ୱର ରଥ ସ୍ମୃତି ସମ୍ମାନ". www.dharitri.com/. ଧରିତ୍ରୀ. Archived from the original on 7 May 2021. Retrieved 7 May 2021.