ନିବେଦିତା ପ୍ରଧାନ
ଓଡ଼ିଆ ରାଜନୀତିଜ୍ଞ
ନିବେଦିତା ପ୍ରଧାନ, ଓଡ଼ିଶାର ଜଣେ ରାଜନୈତିକ ନେତା ।[୧] ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳିରୁ ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ମଧ୍ୟ ଓଡ଼ିଶାର ପ୍ରଥମ ମହିଳା ମେୟର ଭାବେ କଟକ ନଗର ନିଗମରୁ ନିର୍ବାଚିତ ହୋଇଥିଲେ ।[୩]
ନିବେଦିତା ପ୍ରଧାନ | |
---|---|
ନିର୍ବାଚନ ମଣ୍ଡଳୀ | କଟକ ସଦର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ଜୁଲାଇ ୧୯୬୩ |
ପେଷା | ଓକିଲ |
ଜୀବନୀ
ସମ୍ପାଦନାନିବେଦିତା ପ୍ରଧାନ, ୧୯୬୩ ମସିହା ଜୁଲାଇ ମାସ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନୃସିଂହ ଚରଣ ପ୍ରଧାନ ।[୪]
ଆଧାର
ସମ୍ପାଦନା- ↑ http://odishaassembly.nic.in/memberprofile.aspx?img=43
- ↑ http://eci.nic.in/eci_main/StatisticalReports/SE_2000/STAT_REPORT_OR_LA_2000.pdf
- ↑ https://www.telegraphindia.com/1140214/jsp/odisha/story_17935175.jsp#.WPmPEUWGPIU
- ↑ "ଆର୍କାଇଭ୍ କପି". Archived from the original on 2017-10-28. Retrieved 2017-04-21.
{{cite web}}
: Cite has empty unknown parameter:|1=
(help)