ମନୋରମା ବିଶ୍ୱାଳ ମହାପାତ୍ର
ମନୋରମା ବିଶ୍ୱାଳ ମହାପାତ୍ର (ଜନ୍ମ ୨୭ ନଭେମ୍ବର ୧୯୪୮)[୧] ଜଣେ ଓଡ଼ିଆ କବୀ, ଗାଳ୍ପିକା, ଔପନ୍ୟାସିକା ଓ ଶିଶୁସାହିତ୍ୟିକା । ଓଡ଼ିଆ ସାହିତ୍ୟରେ ନାରୀ ଓ ନାରୀପଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଅନେକ ସାହିତ୍ୟ ସେ ତିଆରି କରିଛନ୍ତି । [୨] ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ, ତାଙ୍କ ରଚିତ ପ୍ରଥମ କବିତା ସଂକଳନ 'କିଶଳୟ' ପ୍ରକାଶ ପାଇଥିଲା ।
ମନୋରମା ବିଶ୍ୱାଳ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଜଗାଇ, ବାଲେଶ୍ୱର ଜିଲ୍ଲା | ୨୭ ନଭେମ୍ବର ୧୯୪୮
ସମାଧି ସ୍ଥଳ | ଭୁବନେଶ୍ୱର |
ବୃତ୍ତି | ଅଧ୍ୟାପନା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ପି.ଏଚ.ଡି. |
ଶିକ୍ଷାନୁଷ୍ଠାନ | ବିଶ୍ୱଭାରତୀ, କଲିକତା |
ସମୟ | ଆଧୁନିକ ଯୁଗ |
ଶୈଳୀ | କବିତା, ପ୍ରବନ୍ଧ, ଶିଶୁସାହିତ୍ୟ |
ସାହିତ୍ୟ କୃତି | ଫାଲଗୁନି ତିଥିର ଝିଅ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦସ୍ତଖତ |
ଜୀବନକାଳ
ସମ୍ପାଦନାମନୋରମା ବାଲେଶ୍ୱର ଜିଲ୍ଲାରେ ଥିବା ଜଗାଇ ଗାଁରେ ନଭେମ୍ବର ୨୭, ୧୯୪୮ରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତାର ଶାନ୍ତିନିକେତନଠାରେ ଶିକ୍ଷାଲାଭ କରିଥିଲେ । ସେ ଭୁବନେଶ୍ୱରର ବି.ଜେ.ବି ମହାବିଦ୍ୟାଳୟରେ ପ୍ରାଧ୍ୟାପିକା ଭାବରେ କାମ କରିଥିଲେ । ଗୀତିକାର ଭାବରେ ମନୋରମା ବିଶ୍ୱାଳ ମହାପାତ୍ରଙ୍କର 'ଅଧାଲେଖା ଚିଠି' ନାମରେ ଏକ ଆଲବମ ପ୍ରସ୍ତୁତ ହୋଇ ଲୋକପ୍ରିୟ ହୋଇପାରିଛି [୩]। ତାଙ୍କ କବିତା ସଙ୍କଳନକୁ ତାମିଲ ଭାଷାରେ ଅନୁବାଦ କରି, ବିଶିଷ୍ଟ ଅନୁବାଦକ ଇନ୍ଦ୍ରନ (ବି. ଜି. ରାଜେନ୍ଦ୍ରନ) ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । [୪] ସେ ଗ୍ରୀସରେ ଅନୁଷ୍ଠିତ ବିଶ୍ୱ କବି କଂଗ୍ରେସ ସେମିନାରରେ ଯୋଗଦାନ କରିଛନ୍ତି । [୫]
ରଚନାବଳୀ
ସମ୍ପାଦନା
କବିତାସମ୍ପାଦନା
ଗୀତି କବିତାସମ୍ପାଦନା
|
ପ୍ରବନ୍ଧସମ୍ପାଦନା
ଶିଶୁସାହିତ୍ୟସମ୍ପାଦନା
|
ଅନୁବାଦସମ୍ପାଦନାଇଂରାଜୀସମ୍ପାଦନା
ହିନ୍ଦୀସମ୍ପାଦନା |
ମାନ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ (ଫାଲଗୁନି ତିଥିର ଝିଅ ନିମନ୍ତେ) [୯]
- ଝଙ୍କାର ପୁରସ୍କାର, ୧୯୯୯ [୧୦]
- ଗୀତ ତରଙ୍ଗ ସମ୍ମାନ, ୨୦୧୦[୧୧]
ଆଧାର
ସମ୍ପାଦନା- ↑ "DR. MANORAMA BISWAL MOHAPATRA". orissadiary.com. Archived from the original on 8 December 2016. Retrieved 26 November 2016.
- ↑ G K Das : Face Book of Oriya Literary Culture Archived 2016-03-31 at the Wayback Machine.. G K Das[permanent dead link].
- ↑ "ଆର୍କାଇଭ୍ କପି". Archived from the original on 2012-05-13. Retrieved 2012-08-28.
{{cite web}}
: Cite has empty unknown parameter:|1=
(help) - ↑ http://www.thehindu.com/news/states/tamil-nadu/article3342549.ece?css=print
- ↑ Manorama Biswal Mohapatra. Odisha360.com. Feb 14, 2011
- ↑ http://www.odiasahitya.com/featured/dr-manorama-biswal-mohapatranka-sahita-sakhyatkar/
- ↑ Vat-varsa aye to.. (hindi)[permanent dead link]. Vani Prakashan/Rightbook.in
- ↑ Dr. Manorama biswal Mohapatra Archived 2011-10-25 at the Wayback Machine.. Orissadiary.com
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". orissasahityaakademi.org. Retrieved 26 November 2016.
- ↑ "Manorama Biswal Mohapatra". nuaodisha.com. Retrieved 26 November 2016.
- ↑ http://www.hindu.com/2010/08/02/stories/2010080254690300.htm