ମୌସୁମୀ ପରିଡ଼ା

ଓଡ଼ିଆ ସାହିତ୍ୟିକା

ମୌସୁମୀ ପରିଡ଼ା (ଜନ୍ମ: ୧୯ ଜୁନ ୧୯୭୫) ଜଣେ ଅଧ୍ୟାପିକା ଓ ଓଡ଼ିଆ ସାହିତ୍ୟିକା । ସେ ଗଳ୍ପ,[୧] ଉପନ୍ୟାସ, କବିତା ଓ ପ୍ରବନ୍ଧ ଆଦି ସାହିତ୍ୟ ରଚନା କରିଛନ୍ତି । ଓଡ଼ିଆ ବ୍ୟତୀତ ହିନ୍ଦୀ ଏବଂ ଇଂରାଜୀ ସାହିତ୍ୟରେ ମଧ୍ୟ ସେ ସାହିତ୍ୟ ରଚନା କରିଛନ୍ତି ।

ମୌସୁମୀ ପରିଡ଼ା
ଜନ୍ମ (1975-06-19) ୧୯ ଜୁନ ୧୯୭୫ (ବୟସ ୪୮)
ଅଲଣାହାଟ, ଜଗତସିଂହପୁର
ଜାତୀୟତା ଭାରତୀୟ
ଶିକ୍ଷାପି.ଏଚ.ଡି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ଅଲଣାହାଟ ହାଇସ୍କୁଲ
ପ୍ରସିଦ୍ଧିସାହିତ୍ୟିକା

ଜୀବନୀ ସମ୍ପାଦନା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାସ୍ଥିତ ଅଲଣାହାଟଠାରେ ୧୯୭୫ ଜୁନ ୧୯ରେ ଜନ୍ମନେଇଥିଲେ ।[୨]

ସାହିତ୍ୟ ରଚନା ସମ୍ପାଦନା

ସେ ସ୍କୁଲଜୀବନରୁ କବିତା ଲେଖିବା ଆରମ୍ଭ କରିଥିଲେ । ପ୍ରଥମ କବିତା ଅଲଣାହାଟ ସ୍କୁଲରେ ପଢ଼ୁଥିବା ବେଳେ,ସ୍କୁଲ ପତ୍ରିକା ପାରିଜାତରେ ପ୍ରକାଶ ପାଇଥିଲା । ସେ ପେଶାରେ ଜଣେ ଅଧ୍ୟାପିକା ।

କବିତା ସଂକଳନ ସମ୍ପାଦନା

  • ପ୍ରତୀକ୍ଷାର ଅନ୍ତେ - ବିଦ୍ୟାପୁରୀ[୩]
  • ଅନ୍ତଃସ୍ୱର ଏକ ସ୍ୱପ୍ନ ବିଳାସୀର

ଗଳ୍ପ ସଂକଳନ ସମ୍ପାଦନା

  • ସମର୍ପିତା (୧୯୯୪)
  • ଯାଯାବରର ଘର (୨୦୦୫)
  • ଶିଉଳିର ଛାଇ (୨୦୦୮)
  • ଉହ୍ୟ ଅନୁରାଗ
  • ପରାଜିତ ସ୍ୱପ୍ନ - ୨୦୧୩
  • ଅଗଳ୍ପ ଗଳ୍ପ - ୨୦୧୫
  • ସ୍ୱୀକାରୋକ୍ତି - ୨୦୧୬
  • ସିକ୍ତ କବରୀ - ୨୦୧୭
  • ପନ୍ଦରଟି ଫଗୁଣ
  • ଈଶ୍ୱରଙ୍କୁ ଭେଟିଲା ପରେ (୨୦୧୮)
  • ଉପନ୍ୟାସର ଶେଷ ପାରା (୨୦୧୮)
  • ମୌସୁମୀ ପଞ୍ଚାଶିକା (୨୦୨୦)
  • ଦେହର ମହାଭାରତ
  • ରେମୋରା (୨୦୨୧)

ଉପନ୍ୟାସ ସମ୍ପାଦନା

  • ଓ ପକ୍ଷାନ୍ତର
  • ମୁହୁର୍ତ୍ତର ନାଦ
  • ନିଃଶବ୍ଦ ଜୁଆର
  • ପରଶମଣି
  • ଆଲବମ୍-ଆଇସକ୍ରିମ୍-ଆଇନା[୪]
  • ବିପ୍ଲବୀ ଈଶ୍ବର
  • ଅମୁହାଁ ଦେଉଳ

ପ୍ରବନ୍ଧ ସଂକଳନ ସମ୍ପାଦନା

  • ବିଭୀଷିକାମୟ କରୋନା (୨୦୨୦)

ଇଂରାଜୀ କବିତା ସଂକଳନ ସମ୍ପାଦନା

  • ଦ ଫ୍ଲୁଟ (ସିମ୍ବଲ ଅଫ ଲଭ) (The Flute (Symbol of Love))

ଇଂରାଜୀ ଗଳ୍ପ ସଂକଳନ ସମ୍ପାଦନା

  • ଆନ ଇଲ୍ୟୁଜନ (An Illusion)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ବିଷ୍ଣୁପ୍ରିୟାଦେବୀ ସ୍ମୃତି ସମ୍ମାନ
  • କୁଞ୍ଜବିହାରୀ ଉପନ୍ୟାସ ପୁରସ୍କାର
  • ପଶ୍ଚିମା ଉପନ୍ୟାସ ସମ୍ମାନ[୫]
  • କେଦାରନାଥ ଗବେଷଣା ପୁରସ୍କାର - ୨୦୧୪[୬]
  • ରାଜଧାନୀ ପୁସ୍ତକମେଳା ଗଳ୍ପ ସମ୍ମାନ - ୨୦୧୬(କ୍ଷୁଦ୍ରଗଳ୍ପ ସ୍ୱୀକାରୋକ୍ତି ପାଇଁ)[୭]

ଆଧାର ସମ୍ପାଦନା

  1. http://sarbasadharana.com/?p=31562[permanent dead link]
  2. http://sambad.in/news/kendrapara/17448.html[permanent dead link]
  3. http://hkmsl.gov.in/pdf/bibliography/bib2000.pdf
  4. "ମୁକୁଲ ମିଶ୍ର ଓ ସୁଶୀଲ ବାଗ୍‌ ପାଇବେ: ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର". sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 1 June 2022. Retrieved 1 June 2022.
  5. "ପ୍ରଥମ ବହି". No. ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୨୬, ୨୦୧୮ - ଜାନୁଆରୀ ୮ ୨୦୧୯ ପୃଷ୍ଠା ୨. Retrieved 1 January 2019.
  6. "ପହିଲି ପୁଲକ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୧୮- ମାର୍ଚ୍ଚ ୩ ୨୦୧୭. Retrieved 18 February 2017.
  7. http://sambad.in/news/metro/29468.html[permanent dead link]