ସୁଜାତା ଆନନ୍ଦ

ଓଡ଼ିଆ ଅଭିନେତ୍ରୀ

ସୁଜାତା ଆନନ୍ଦ ଜଣେ ଓଡ଼ିଆ ସିନେ ଅଭିନେତ୍ରୀ ଥିଲେ । ସେ ନିର୍ଦ୍ଦେଶକ କୁମାର ଆନନ୍ଦଙ୍କୁ ବିବାହ କରିଥିଲେ ।[୧][୨] ତାଙ୍କ ଅଭିନୀତ କିଛି ସ୍ମୃତି କିଛି ଅନୁଭୂତି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସମ୍ମାନୀତ ହୋଇଥିଲା ।[୩]

ସୁଜାତା ଆନନ୍ଦ
ମାଟିର ମଣିଷ କଥାଚିତ୍ରରେ ସୁଜାତା ଆନନ୍ଦ
ଜାତୀୟତାଭାରତୀୟ
ସକ୍ରିୟ ବର୍ଷ୧୯୬୬-୨୦୦୦
ଜଣାଶୁଣାଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ଜୀବନସାଥୀକୁମାର ଆନନ୍ଦ
ପୁରସ୍କାର(ଗୁଡ଼ିକ)ଜୟଦେବ ପୁରସ୍କାର


ବୃତ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

ସୁଜାତା ୫୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଥିଲେ ।[୪]

ଆଧାର ସମ୍ପାଦନ କରନ୍ତୁ

  1. ନନ୍ଦ, ପ୍ରଶାନ୍ତ. "ହୃଦୟର ଏଇ ଶୂନ୍ୟତା". ନଜର୍ (ନିତିଦିନ). Retrieved 18 September 2016.
  2. Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
  3. National Film Festival. Directorate of Film Festivals, Ministry of Information and Broadcasting, Government of India. 1987.
  4. "ଓଡ଼ିଶାବାର୍ତାରେ ସୁଜାତା ଆନନ୍ଦଙ୍କ ଅଭିନିତ ଚଳଚ୍ଚିତ୍ର". incredibleorissa.com. Retrieved 1 January 2013.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ