ପରଦେଶୀ ଚଢ଼େଇ
ପରଦେଶୀ ଚଢ଼େଇ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜ୍ଞାନ ପଟ୍ଟନାୟକ । ଶଙ୍କର କିନାଗୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବିଜୟ ମିଶ୍ର କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ରବି କିନାଗୀ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ପରଦେଶୀ ଚଢ଼େଇ | |
---|---|
ନିର୍ଦ୍ଦେଶକ | ରବି କିନାଗୀ |
ପ୍ରଯୋଜକ | ଜ୍ଞାନ ପଟ୍ଟନାୟକ |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ଶଙ୍କର କିନାଗୀ |
କଳାକାର | ଉତ୍ତମ ମହାନ୍ତି ସୁଜାତା ଆନନ୍ଦ ଦୁଃଖିରାମ ସ୍ୱାଇଁ ମିହିର ଦାସ ଅଜିତ ଦାସ ନମ୍ରତା ଦାସ ହର ପଟ୍ଟନାୟକ ସୁରେଶ ବଳ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ରଞ୍ଜନ କିନାଗୀ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୯୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି, ସୁଜାତା ଆନନ୍ଦ, ଦୁଃଖିରାମ ସ୍ୱାଇଁ, ମିହିର ଦାସ, ଅଜିତ ଦାସ, ନମ୍ରତା ଦାସ, ହର ପଟ୍ଟନାୟକ, ସୁରେଶ ବଳ, ଅର୍ମିନ୍ତା, ପ୍ରେମାଞ୍ଜନ ପରିଡ଼ା, ନିତ୍ୟାନନ୍ଦ ମିଶ୍ର, ବିନାୟକ ମିଶ୍ର, କେଶବ ରାଉତ, ଜ୍ଞାନ ପଟ୍ଟନାୟକ, ଦେବୁ ବ୍ରହ୍ମା, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ ସମ୍ପାଦନା
- ଉତ୍ତମ ମହାନ୍ତି
- ସୁଜାତା ଆନନ୍ଦ
- ଦୁଃଖିରାମ ସ୍ୱାଇଁ
- ମିହିର ଦାସ[୩]
- ଅଜିତ ଦାସ
- ନମ୍ରତା ଦାସ
- ହର ପଟ୍ଟନାୟକ
- ସୁରେଶ ବଳ
- ଅର୍ମିନ୍ତା
- ପ୍ରେମାଞ୍ଜନ ପରିଡ଼ା
- ନିତ୍ୟାନନ୍ଦ ମିଶ୍ର
- ବିନାୟକ ମିଶ୍ର
- କେଶବ ରାଉତ
- ଜ୍ଞାନ ପଟ୍ଟନାୟକ
- ଦେବୁ ବ୍ରହ୍ମା
- ସୁମନ ମହାରଣା
ଗୀତ ଏବଂ ସଙ୍ଗୀତ ସମ୍ପାଦନା
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୨] ନିମାଇଁ ମହାନ୍ତି ଏବଂ ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାସ ଦାସ, ଅନୁପମା ଦେଶପାଣ୍ଡେ, କବିତା କ୍ରୀଷ୍ଣମୂର୍ତ୍ତି, ଅନୁରାଧା ପୌଡ଼ୱାଲ, ସାଧନା ସରଗମ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ ସମ୍ପାଦନା
କ୍ରମ | ଗୀତ | ସମୟ |
---|---|---|
1. | "ଅଜବ ସହରେ" | ୦୩:୪୩ |
2. | "ଆସିଚୁ ଆମେ" | ୦୬:୩୯ |
3. | "ଦରିଆ କୂଳେ ବସି" | ୦୪:୨୯ |
4. | "ହରିଣ ନ ଦିଏ ଧରା" | ୦୪:୪୧ |
5. | "ମତେ ତ ନେଇଚି କିଣି" | ୦୫:୨୧ |
ଆଧାର ସମ୍ପାଦନା
- ↑ ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Retrieved 14 January 2019.
- ↑ ୨.୦ ୨.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର ସମ୍ପାଦନା
- ଇଣ୍ଟରନେଟ ମୁଭି ଡାଟାବେସରେ ପରଦେଶୀ ଚଢ଼େଇ