ପୁଅ ମୋର ଭୋଳାଶଙ୍କର
୧୯୯୬ର ଓଡ଼ିଆ କଥାଚିତ୍ର
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ପୁଅ ମୋର ଭୋଳାଶଙ୍କର[୩][୪] ୧୯୯୬ ମସିହାରେ ମୁକ୍ତିଲାଭ କରିଥିଲା ।
ପୁଅ ମୋର ଭୋଳାଶଙ୍କର | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ, ପ୍ରିୟଙ୍କା |
ସଙ୍ଗୀତ | ସ୍ୱରୂପ ନାୟକ, ସୁବାସ ରାମ[୧] |
ଚିତ୍ରଗ୍ରହଣ | ଦିଲ୍ଲିପ୍ |
ସମ୍ପାଦକ | ଦେବେନ୍ ମିତ୍ର |
ମୁକ୍ତିଲାଭ ତାରିଖ | ୧୨ ଜୁନ ୧୯୯୬ [୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ପୁଅ ମୋର ଭୋଳାଶଙ୍କର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
ସମ୍ପାଦନା- ↑ "ସୁବାସଙ୍କ ଗୀତ". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.
- ↑ କାଦମ୍ବିନୀ, ଅକ୍ଟୋବର ୨୦୧୧, ପୃଷ୍ଠା:୪୧
- ↑ Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.
{{cite news}}
: CS1 maint: unrecognized language (link) - ↑ ଇଣ୍ଟରନେଟ ମୁଭି ଡାଟାବେସରେ ପୁଅ ମୋର ଭୋଳାଶଙ୍କର
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.