କଟକ (ଓଡ଼ିଆ କଥାଚିତ୍ର)

୨୦୧୧ର ଓଡ଼ିଆ କଥାଚିତ୍ର

କଟକ, ଦି ସିଲଭର ସିଟି ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହା ସୁବ୍ରତ ବେହେରାଙ୍କ ନିର୍ଦ୍ଦେଶନାରେ 'ସାହିଲ ଏଣ୍ଟରଟେନମେଣ୍ଟ' ଦେଇ ନିବେଦିତ ହୋଇଥିଲା ।[୩][୪] କଟକ ସହରର ହଜାର ବର୍ଷର କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି ।[୫]

କଟକ - ଦି ସିଲଭର ସିଟି
ନିର୍ଦ୍ଦେଶକସୁବ୍ରତ ବେହେରା (ମୁନ୍ନା)
ପ୍ରଯୋଜକମାନସ ସିଂ
ସଂଳାପହର ବାରିକ
ଚିତ୍ରନାଟ୍ୟସୁବ୍ରତ ବେହେରା
କାହାଣୀସୁବ୍ରତ ବେହେରା
କଳାକାରସମ୍ବିତ ଆଚାର୍ଯ୍ୟ, କୋଏଲ ଦାସ, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ତନ୍ଦ୍ରା ରାୟ
ସଙ୍ଗୀତପ୍ରେମ୍‌ ଆନନ୍ଦ
ଚିତ୍ରଗ୍ରହଣଟୁଲୁ
ସମ୍ପାଦକକୁନା ରାଉଳ
ମୁକ୍ତିଲାଭ ତାରିଖ
୧୦ ନଭେମ୍ବର ୨୦୧୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସମ୍ବିତ ଆଚାର୍ଯ୍ୟ ।[୬]

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘କଟକ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୭]


ଗୀତ ଓ ସଙ୍ଗୀତ ସମ୍ପାଦନା

  • ସଙ୍ଗୀତକାର: ପ୍ରେମ ଆନନ୍ଦ
  • ଗୀତିକାର: ଦେବଦାସ ଛୋଟରାୟ, ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ[୧୦]

ଆଧାର ସମ୍ପାଦନା

  1. incredibleorissa.comରେ ଓଡ଼ିଆ କଥାଚିତ୍ର କଟକ
  2. http://www.orissadiary.com/ShowEntertainmentNews.asp?id=31591[permanent dead link]
  3. "କାହାଣୀ ଭାଇଚାରାର". ଧରିତ୍ରୀ. 3 November 2011. p. ୧୪. Archived from the original on 13 May 2021. Retrieved 13 May 2021.
  4. "orissaspider.comରେ ଓଡ଼ିଆ କଥାଚିତ୍ର କଟକ". Archived from the original on 2012-04-28. Retrieved 2011-11-14.
  5. "ଆର୍କାଇଭ୍ କପି". Archived from the original on 2021-04-19. Retrieved 2016-01-20. {{cite web}}: Cite has empty unknown parameter: |1= (help)
  6. "ପରଦାରେ 'କଟକ'". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.
  7. "movies.fullorissa.comରେ ଓଡ଼ିଆ କଥାଚିତ୍ର କଟକ". Archived from the original on 2011-11-13. Retrieved 2011-11-14.
  8. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  9. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)
  10. http://www.orissadiary.com/ShowEntertainmentNews.asp?id=30159[permanent dead link]

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ କଟକ