କଟକ (ଓଡ଼ିଆ କଥାଚିତ୍ର)
୨୦୧୧ର ଓଡ଼ିଆ କଥାଚିତ୍ର
କଟକ, ଦି ସିଲଭର ସିଟି ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହା ସୁବ୍ରତ ବେହେରାଙ୍କ ନିର୍ଦ୍ଦେଶନାରେ 'ସାହିଲ ଏଣ୍ଟରଟେନମେଣ୍ଟ' ଦେଇ ନିବେଦିତ ହୋଇଥିଲା ।[୩][୪] କଟକ ସହରର ହଜାର ବର୍ଷର କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି ।[୫]
କଟକ - ଦି ସିଲଭର ସିଟି | |
---|---|
ନିର୍ଦ୍ଦେଶକ | ସୁବ୍ରତ ବେହେରା (ମୁନ୍ନା) |
ପ୍ରଯୋଜକ | ମାନସ ସିଂ |
ସଂଳାପ | ହର ବାରିକ |
ଚିତ୍ରନାଟ୍ୟ | ସୁବ୍ରତ ବେହେରା |
କାହାଣୀ | ସୁବ୍ରତ ବେହେରା |
କଳାକାର | ସମ୍ବିତ ଆଚାର୍ଯ୍ୟ, କୋଏଲ ଦାସ, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ତନ୍ଦ୍ରା ରାୟ |
ସଙ୍ଗୀତ | ପ୍ରେମ୍ ଆନନ୍ଦ |
ଚିତ୍ରଗ୍ରହଣ | ଟୁଲୁ |
ସମ୍ପାଦକ | କୁନା ରାଉଳ |
ମୁକ୍ତିଲାଭ ତାରିଖ | ୧୦ ନଭେମ୍ବର ୨୦୧୧[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସମ୍ବିତ ଆଚାର୍ଯ୍ୟ ।[୬]
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘କଟକ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୭]
- ସମ୍ବିତ ଆଚାର୍ଯ୍ୟ
- କୋଏଲ ଦାସ
- ସିଦ୍ଧାନ୍ତ ମହାପାତ୍ର
- ମିହିର ଦାସ[୮][୯]
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ସମରେଶ ରାଉତରାୟ
- ଚୌଧୁରୀ ବିକାଶ ଦାସ
- ଅଶୋକ ଦାସ
- ମନୋଜ ପଣ୍ଡା
- ବାଦଲ ମହାନ୍ତି
- ଆଲୋକ ରାୟ
- ପ୍ରଜ୍ଞାନ
- ଗୁନା
- ଓମ୍ ଶୁଭମ
- ଅମନ ସିଂ
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ପ୍ରେମ ଆନନ୍ଦ
- ଗୀତିକାର: ଦେବଦାସ ଛୋଟରାୟ, ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ[୧୦]
ଆଧାର
ସମ୍ପାଦନା- ↑ incredibleorissa.comରେ ଓଡ଼ିଆ କଥାଚିତ୍ର କଟକ
- ↑ http://www.orissadiary.com/ShowEntertainmentNews.asp?id=31591[permanent dead link]
- ↑ "କାହାଣୀ ଭାଇଚାରାର". ଧରିତ୍ରୀ. 3 November 2011. p. ୧୪. Archived from the original on 13 May 2021. Retrieved 13 May 2021.
- ↑ "orissaspider.comରେ ଓଡ଼ିଆ କଥାଚିତ୍ର କଟକ". Archived from the original on 2012-04-28. Retrieved 2011-11-14.
- ↑ "ଆର୍କାଇଭ୍ କପି". Archived from the original on 2021-04-19. Retrieved 2016-01-20.
{{cite web}}
: Cite has empty unknown parameter:|1=
(help) - ↑ "ପରଦାରେ 'କଟକ'". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.
- ↑ "movies.fullorissa.comରେ ଓଡ଼ିଆ କଥାଚିତ୍ର କଟକ". Archived from the original on 2011-11-13. Retrieved 2011-11-14.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.
{{cite news}}
: CS1 maint: unrecognized language (link) - ↑ http://www.orissadiary.com/ShowEntertainmentNews.asp?id=30159[permanent dead link]
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କଟକ