ସଞ୍ଜୁ ଆଉ ସଞ୍ଜନା
୨୦୧୦ର ଓଡ଼ିଆ କଥାଚିତ୍ର
ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସଞ୍ଜୁ ଆଉ ସଞ୍ଜନା [୧] ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଆଲୁ ଅର୍ଜୁନ ଓ ଶୀଲା ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ପାରୁଗୁର ରିମେକ୍।
ସଞ୍ଜୁ ଆଉ ସଞ୍ଜନା | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଲୁଟୁ ମହାନ୍ତି |
ସଂଳାପ | (ସଂଳାପ): ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଅଶୋକ ପତି |
କାହାଣୀ | ଅଶୋକ ପତି |
କଳାକାର | ବାବୁଶାନ୍, ପାରିଜାତ, ମିହିର ଦାସ, ଉଷସୀ ମିଶ୍ର, ସମରେଶ |
ସଙ୍ଗୀତ | ପ୍ରଶାନ୍ତ ପାଢୀ଼ |
ଚିତ୍ରଗ୍ରହଣ | ସିତାଶୁଂ ମହାପାତ୍ର |
ସମ୍ପାଦକ | ସୁକୁମାର ମଣି |
ବିତରକ | ଜୟ ହନୁମାନ ଫିଲ୍ମ୍ |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୧୦ |
ଦେଶ | ![]() |
ଭାଷା | ଓଡ଼ିଆ |
କାହାଣୀସମ୍ପାଦନ କରନ୍ତୁ
ପର୍ଶୁରାମ ପାଇକରାଏ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କର ଇଛା ଯେ ତାଙ୍କ ଦୁଇ ଝିଅ ଅଞ୍ଜନା ଓ ସଞ୍ଜନାର ବାହାଘର ତାଙ୍କ ପସନ୍ଦରେ ହେବ। ଅଞ୍ଜନା ଅମରକୁ ଭଲ ପାଇ ଘର ଛାଡି ପଳାଉଛି। ପର୍ଶୁରାମ ଅଞ୍ଜନା ବିଷୟରେ ଜାଣିବା ପାଇଁ ଅମରର ସାଙ୍ଗମାନଙ୍କୁ ଅପହରଣ କରୁଛି। ସଞ୍ଜୟ ସେମାନଙ୍କ ମଧ୍ୟରୁ ଜଣେ। ସଞ୍ଜୁ ସଞ୍ଜନାକୁ ଭଲ ପାଇ ବସୁଛି ଓ ସେମାନେ ଘର ଛାଡି ପଳାଉଛନ୍ତି। ପର୍ଶୁରାମ ସଞ୍ଜୁକୁ ମାରି ସଞ୍ଜନାକୁ ଉଦ୍ଧାର କରିବା ପାଇଁ ଗୁଣ୍ଡା ପଠାଉଛି। ସଞ୍ଜୁ ବଞ୍ଚି ଯାଉଛି ଏବଂ ଶେଷରେ ସଞ୍ଜନାକୁ ବିବାହ କରୁଛି।
ଅଭିନୟରେସମ୍ପାଦନ କରନ୍ତୁ
- ବାବୁଶାନ୍[୨] ସଞ୍ଜୁ ଭୂମିକାରେ
- ପାରିଜାତ ସଞ୍ଜନା ଭୂମିକାରେ
- ମିହିର ଦାସ ପର୍ଶୁରାମ ପାଇକରାଏ ଭୂମିକାରେ
- ଉଷସୀ ମିଶ୍ର ଅଞ୍ଜନା ଭୂମିକାରେ
- ଚକ୍ରଧର ଜେନା
- ପପୁ ପମ୍ ପମ୍
- ପୁଷ୍ପା ପଣ୍ଡା
- ସମରେଶ ରାଉତରାୟ
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ସଙ୍ଗୀତକାର: ପ୍ରଶାନ୍ତ ପାଢୀ
- ଗୀତିକାର:ବସନ୍ତରାଜ ସାମଲ, ଲୁଟୁ ମହାନ୍ତି
- ପ୍ରଚ୍ଛଦପଟ ଗାୟକ:ତପୁ ମିଶ୍ର, ବିଭୁ କିଶୋର, କୃଷ୍ଣ ବେଉରା, କୁମାର ବାପି
ଚଳଚ୍ଚିତ୍ରର ସଂଗୀତଗୁଡ଼ିକ ହେଉଛି:
ଗୀତ | କଣ୍ଠଶିଳ୍ପୀ | ଗୀତିକାର |
---|---|---|
ମୁଁ ପବନ ମୁଁ ସପନ ମୁଁ ଦେବିନି | କୃଷ୍ଣ ବେଉରା | ବସନ୍ତରାଜ ସାମଲ |
ପାହାଡ ଛାତିରେ ଲେଖା ଦୁଇଟି ନାଁ | କୁମାର ବାପି | ବସନ୍ତରାଜ ସାମଲ |
ଫୁଲ ଋତୁ ଫେରିନି କିଏସେ ମୋତେ କିମିଆ | ତପୁ ମିଶ୍ର, କୁମାର ବାପି | ବସନ୍ତରାଜ ସାମଲ |
ପ୍ରେମ ଯଦି ତୋର ନିଆଁ ହୁଏ ସେ | ତପୁ ମିଶ୍ର, ବିଭୁ କିଶୋର | ଲୁଟୁ ମହାନ୍ତି |
ପ୍ରେମରେ ପଥର ତରଳି ଯାଏ ମାଟିର କଣ୍ଢେଇ | କୃଷ୍ଣ ବେଉରା | ଅରୁଣ ମନ୍ତ୍ରୀ |
ସମ୍ମାନସମ୍ପାଦନ କରନ୍ତୁ
- ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ଚଳଚ୍ଚିତ୍ର ୨୦୧୦
- ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ କଳାକାର ୨୦୧୦
- ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ ୨୦୧୦
- ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ୨୦୧୦
ଆଧାରସମ୍ପାଦନ କରନ୍ତୁ
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ସଞ୍ଜୁ ଆଉ ସଞ୍ଜନା
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ http://www.hindu.com/2011/03/07/stories/2011030758950200.htm/
- ↑ [୧]୨ୟ ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି
- ↑ ୨ୟ ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି, ଓଡି଼ଶା ମନୋରଞ୍ଜନ ସମାଚାର
- ↑ [୨]CinemaSagar » ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ ଅନୁଷ୍ଠିତ ହେଲା
- ↑ ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି। | ଓଡି଼ଶା ସମାଚାର | ଓଡି଼ଶା୩୬୦
ବାହାର ଲିଙ୍କ୍ସମ୍ପାଦନ କରନ୍ତୁ
- Official website
- ଇଣ୍ଟରନେଟ ମୁଭି ଡାଟାବେସରେ Sanju Aau Sanjana