କଥା କହିବ ମୋ ମଥା ସିନ୍ଦୂର

୧୯୯୯ର ଓଡ଼ିଆ କଥାଚିତ୍ର

କଥା କ‌ହିବ ମୋ ମଥା ସିନ୍ଦୂର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ମନୋରମା ମହାପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଅରୁଣ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

କଥା କହିବ ମୋ ମଥା ସିନ୍ଦୂର
ନିର୍ଦ୍ଦେଶକଅରୁଣ ମହାନ୍ତି
ପ୍ରଯୋଜକମନୋରମା ମହାପାତ୍ର
ଚିତ୍ରନାଟ୍ୟଅରୁଣ ମହାନ୍ତି
କାହାଣୀଅରୁଣ ମହାନ୍ତି
କଳାକାରସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ଉପେନ୍ଦ୍ର, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତଅରୁଣ ମହାନ୍ତି
ଚିତ୍ରଗ୍ରହଣରାମ କିଶନ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ଉପେନ୍ଦ୍ର, ମିହିର ଦାସ, ଅପରାଜିତା ମହାନ୍ତି, ସୁରେଶ ବଳ, ଦେବୁ ବୋଷ, ଦେବୁ ବ୍ରହ୍ମା, ମାମିନା, ନିକିତା, ହର ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅରୁଣ ମହାନ୍ତି

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ "ଓଲିଉଡ ଷ୍ଟାର୍‌ ସିଦ୍ଧାନ୍ତଙ୍କ ପାର୍ଟନର୍‌ ବନିଥିବା ନାୟିକା ଏବେ ସାଉଥ୍‌ର ଟପ ଷ୍ଟାର୍‌ !". sambad.in. 4 May 2018. Retrieved 6 June 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା