ଚକା ଚକା ଭଉଁରୀ
୨୦୦୭ର ଓଡ଼ିଆ କଥାଚିତ୍ର
ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଚକା ଚକା ଭଉଁରୀ ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।
ଚକା ଚକା ଭଉଁରୀ | |
---|---|
ନିର୍ଦ୍ଦେଶକ | ଶୁଭେନ୍ଦୁ ସ୍ୱାଇଁ |
ପ୍ରଯୋଜକ | ଦେବାଶିଷ ଡୋଗ୍ରା |
ସଂଳାପ | (ସଂଳାପ): ବସନ୍ତ ମହାନ୍ତି, ବିଶ୍ୱନାଥ ପତି |
ଚିତ୍ରନାଟ୍ୟ | ଶୁଭେନ୍ଦୁ ସ୍ୱାଇଁ |
କାହାଣୀ | ଶୁଭେନ୍ଦୁ ସ୍ୱାଇଁ |
କଳାକାର | ବିଜୟ ମହାନ୍ତି, ନମ୍ରତା ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ |
ସଙ୍ଗୀତ | ଶରତ ନାୟକ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୪ ଅଗଷ୍ଟ ୨୦୦୭ [୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ଚକା ଚକା ଭଉଁରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ସଙ୍ଗୀତକାର: ଶରତ ନାୟକ
- ଗୀତିକାର: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ସଞ୍ଜୟ ମହାକୁଡ଼
- ପ୍ରଚ୍ଛଦପଟ ଗାୟକ: ରତିକାନ୍ତ ଶତପଥୀ, ଶରତ ନାୟକ, ତପୁ ମିଶ୍ର, ଶୁଭାଶିଷ, ପମି, ତୃପ୍ତି, ସୁରେଶ ବାଦେକର
ଟୀକାସମ୍ପାଦନ କରନ୍ତୁ
- ↑ ଅନୁପମ ଭାରତ, ୨୮ଅକ୍ଟୋବର୨୦୧୧, ପୃଷ୍ଠା-୧୧
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଚକା ଚକା ଭଉଁରୀ