ଆକାଶର ଆଖି
୧୯୮୯ର ଓଡ଼ିଆ କଥାଚିତ୍ର
ପଙ୍କଜ ପାଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଆକାଶର ଆଖି ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ।
ଆକାଶର ଆଖି | |
---|---|
ନିର୍ଦ୍ଦେଶକ | ପଙ୍କଜ ପାଣି |
କଳାକାର | ମିହିର ଦାସ, ଶ୍ରୀରାମ ପଣ୍ଡା, ଜୟା, ପୁଷ୍ପା ପଣ୍ଡା |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୯ [୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ଆକାଶର ଆଖି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଟୀକାସମ୍ପାଦନ କରନ୍ତୁ
- ↑ ସିନେ ସମ୍ବାଦ, ଅଗଷ୍ଟ ୧୯୯୭, ପୃଷ୍ଠା-୮୧
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଆକାଶର ଆଖି