ବାଇଶି ପାହାଚେ ଖେଳିବ ମୀନ

୨୦୧୧ର ଓଡ଼ିଆ କଥାଚିତ୍ର

ବାଇଶି ପାହାଚେ ଖେଳିବ ମୀନ, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ ।[୨]

ବାଇଶି ପାହାଚେ ଖେଳିବ ମୀନ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
କଳାକାରଲଳିତ, ପୁନମ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ପ୍ରିୟଙ୍କା ମହାପାତ୍ର
ସଙ୍ଗୀତଶାନ୍ତିରାଜ ଖୋସଲା
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲଳିତ ଓ ପୁନମ ମିଶ୍ର । ଉଭୟ ପୁନମ ଓ ଲଳିତ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା[୭]

ଆଧାର ସମ୍ପାଦନା

  1. "ଆସନ୍ତାକାଲି ଆସୁଅଛି ମହାପ୍ରଳୟ". ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର: ଧରିତ୍ରୀ. 13 June 2011. p. ୭. Retrieved 27 September 2020.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  3. "'ରକଷ୍ଟାର୍‌' ପାର୍ଟନରଙ୍କ ସହ ରୋମାନସ୍‌ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.
  4. "'ଓମ୍‌'ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି | Sambad". ସମ୍ବାଦ. sambad.in. 12 August 2019. Archived from the original on 6 January 2022. Retrieved 6 January 2022.
  5. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  6. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)
  7. ୭.୦ ୭.୧ "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.

ବାହାର ଆଧାର ସମ୍ପାଦନା