କନ୍ୟାଦାନ

୧୯୮୮ର ଓଡ଼ିଆ କଥାଚିତ୍ର

ଅରୁଣ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ୧୯୮୮ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଅରୁଣ ମହାନ୍ତି ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨]

କନ୍ୟାଦାନ
ନିର୍ଦ୍ଦେଶକଅରୁଣ ମହାନ୍ତି
ପ୍ରଯୋଜକଅରୁଣ ମହାନ୍ତି, ଧୀରେନ ଦାସ
ଚିତ୍ରନାଟ୍ୟଅରୁଣ ମହାନ୍ତି
କାହାଣୀଅରୁଣ ମହାନ୍ତି
କଳାକାରଉତ୍ତମ ମହାନ୍ତି, ଧୀର ବିଶ୍ୱାଳ, ହେମନ୍ତ ଦାସ, ମିହିର ଦାସ, ପୁଷ୍ପା ପଣ୍ଡା
ସଙ୍ଗୀତଅରୁଣ ମହାନ୍ତି
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୮
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୬ ଲକ୍ଷ ୫୦ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘କନ୍ୟାଦାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. |access-date= requires |url= (help)
  2. "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
  3. http://www.orissadiary.com/CurrentNews.asp?id=18109
  4. http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87

ବାହାର ଆଧାରସମ୍ପାଦନ କରନ୍ତୁ