ଲୋଫର୍
୨୦୧୧ର ଓଡ଼ିଆ କଥାଚିତ୍ର
ଲୋଫର୍, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନିଲ ପଣ୍ଡା । ଅଶୋକ ପତି ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଲୋଫର୍ | |
---|---|
![]() Theatrical poster | |
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ସୁନିଲ ପଣ୍ଡା |
ଚିତ୍ରନାଟ୍ୟ | ଅଶୋକ ପତି |
କାହାଣୀ | ଅଶୋକ ପତି |
କଳାକାର | ବାବୁଶାନ୍, ଅର୍ଚ୍ଚିତା ସାହୁ, ବୁଦ୍ଧାଦିତ୍ୟ, ଅପରାଜିତା ମହାନ୍ତି |
ସଙ୍ଗୀତ | ଗୁଡ଼ଲି ରଥ |
ଚିତ୍ରଗ୍ରହଣ | ରମେଶ ବାବୁ |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୪ ଜାନୁଆରୀ ୨୦୧୧ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଅର୍ଚ୍ଚିତା ।[୨] ମିହିର ଦାସ, ବୁଦ୍ଧାଦିତ୍ୟ ମହାନ୍ତି, ସମରେଶ ରାଉତରାୟ, ମୀନକେତନ, ବିରେଶ ମିଶ୍ର, ଲଭ୍ଲି, ଅପରାଜିତା ମହାନ୍ତି, ପ୍ରିୟଙ୍କା ମହାପାତ୍ର, ଉତ୍ତମ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ ।
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 17 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "ଆଜି ରିଲିଜ୍: 'ଅଜବ ସଂଜୁର ଗଜବ ଲଭ୍'". Sambad (in Odia). Bhuabneswar. 13 January 2019. Archived from the original on 13 January 2019. Retrieved 13 January 2019.
{{cite news}}
: CS1 maint: unrecognized language (link) - ↑ "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
- ↑ "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
- ↑ "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.
{{cite news}}
: CS1 maint: unrecognized language (link)
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଲୋଫର୍