ପ୍ରେମ ଅଢ଼େଇ ଅକ୍ଷର
ପ୍ରେମ ଅଢ଼େଇ ଅକ୍ଷର, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ନାୟକ । ସୁନୀତା ନରେନ୍ଦ୍ର ସିଂ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ପ୍ରେମ ଅଢ଼େଇ ଅକ୍ଷର | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ନାରାୟଣ ଚନ୍ଦ୍ର ନାୟକ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ସୁଧାକର ବସନ୍ତ |
କାହାଣୀ | ସୁନୀତା ନରେନ୍ଦ୍ର ସିଂ |
କଳାକାର | ବାବୁଶାନ୍ ରିୟା ଦେ ସୁବାଶିଷ ଶର୍ମା ପ୍ରିୟା ମହାପାତ୍ର ମିହିର ଦାସ ପିଣ୍ଟୁ ନନ୍ଦ ନମ୍ରତା ଦାସ ବିଜୟ ମହାନ୍ତି |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ରମେଶ ବାବୁ |
ସମ୍ପାଦକ | ଶ୍ରବଣ |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୨୦୧୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ରିୟା ଦେ ।[୨][୩][୪] ରିୟା ଦେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ସୁବାଶିଷ ଶର୍ମା, ପ୍ରିୟା ମହାପାତ୍ର, ମିହିର ଦାସ, ପିଣ୍ଟୁ ନନ୍ଦ, ନମ୍ରତା ଦାସ, ବିଜୟ ମହାନ୍ତି, ହରିହର ମହାପାତ୍ର, ସରୋଜ ଦାସ, ସମରେଶ ରାଉତରାୟ, ପ୍ରତିଭା ସାହୁ, ହାଡ଼ୁ, ଦେବୁ ବ୍ରହ୍ମା, ଗୌରା ଆଚାର୍ଯ୍ୟ, ସନ୍ତୋଷ ଭୂୟାଁ, ଜେଲୁ, ଗଣେଶ ମହାପାତ୍ର, ଶ୍ରୀଲା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଉତ୍ତମ ମହାନ୍ତି, ଅନିସା, ସଙ୍ଗମ ବିଶ୍ୱାଳ, ସୁଶାନ୍ତ ମଣି, ନାରାୟଣ ନାୟକ, ହିମାଂଶୁ ପରିଜା, ଅଶୋକ ପତି, ରଜନୀ ରଞ୍ଜନ, ଅବତାର ସିଂହ, ସୁନୀତା ନରେନ୍ଦ୍ର ସିଂ ଆଦି ଅତିଥି କଳାକାର ଭାବରେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ବାବୁଶାନ୍[୫][୬]
- ରିୟା ଦେ[୭]
- ସୁବାଶିଷ ଶର୍ମା
- ପ୍ରିୟା ମହାପାତ୍ର
- ମିହିର ଦାସ
- ପିଣ୍ଟୁ ନନ୍ଦ
- ନମ୍ରତା ଦାସ
- ବିଜୟ ମହାନ୍ତି
- ହରିହର ମହାପାତ୍ର
- ସରୋଜ ଦାସ
- ସମରେଶ ରାଉତରାୟ
- ପ୍ରତିଭା ସାହୁ
- ହାଡ଼ୁ
- ଦେବୁ ବ୍ରହ୍ମା
- ଗୌର ଆଚାର୍ଯ୍ୟ
- ସନ୍ତୋଷ ଭୂୟାଁ
- ଜେଲୁ
- ଗଣେଶ ମହାପାତ୍ର
- ଶ୍ରୀଲା
ଅତିଥି କଳାକାରସମ୍ପାଦନ କରନ୍ତୁ
- ଉତ୍ତମ ମହାନ୍ତି
- ଅନିସା
- ସଙ୍ଗମ ବିଶ୍ୱାଳ
- ସୁଶାନ୍ତ ମଣି
- ନାରାୟଣ ନାୟକ
- ହିମାଂଶୁ ପରିଜା
- ଅଶୋକ ପତି
- ରଜନୀ ରଞ୍ଜନ
- ଅବତାର ସିଂହ
- ସୁନୀତା ନରେନ୍ଦ୍ର ସିଂ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମହମଦ ଅଜିଜ୍, ବାବୁଶାନ୍, ଇରା ମହାନ୍ତି, ଉଦିତ ନାରାୟଣ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ମେଘରୁ ତୁ ଝରିଲୁ ନା" | |
2. | "ଆକାଶକୁ ଉଡ଼ିଯିବି" | |
3. | "ଦୂର ଆକାଶର ଜହ୍ନଟିଏ" | |
4. | "ଆସେନା ପାଖକୁ ଆସେନା" | |
5. | "ପ୍ରେମ ଅଢ଼େଇ ଅକ୍ଷର" | |
6. | "ସବୁରୀ ମାଲିକ ସାଇରାମ" |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ରୀୟା ଏହି ନିର୍ଦ୍ଦେଶକଙ୍କ ସାଥ୍ ପାଇନାହାନ୍ତି". Sambad.in. 30 October 2017. Retrieved 11 December 2017.
- ↑ "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 2 October 2018. Retrieved 2 October 2018. no-break space character in
|title=
at position 8 (help)CS1 maint: unrecognized language (link) - ↑ "ପଛରେ ପଡ଼ିଯାଇଛନ୍ତି କି ଓଲିଉଡର ଏହି ନାମୀ ନାୟିକା ?". sambad.in. 22 October 2017. Retrieved 11 December 2017.
- ↑ "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍ କରିଛନ୍ତି | Sambad". Sambad. 19 August 2018. Archived from the original on 31 August 2018. Retrieved 31 August 2018.
- ↑ "'ଯୋଦ୍ଧା' ହେବେ ବାବୁସାନ୍ : ଦୀର୍ଘ ଦିନ ପରେ ଚକଲେଟ୍ ହିରୋଙ୍କ ଆକସନ୍ ଧମାକା ଦେଖିବେ ଦର୍ଶକ". Kanak News. 21 August 2016. Retrieved 11 December 2017.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 10 September 2018. Retrieved 10 September 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ପ୍ରେମ ଅଢ଼େଇ ଅକ୍ଷର ଇଣ୍ଟରନେଟ ମୁଭି ଡାଟାବେସରେ