ଆସିବୁ କେବେ ସାଜି ମୋ ରାଣୀ

୨୦୧୦ର ଓଡ଼ିଆ କଥାଚିତ୍ର

ଆସିବୁ କେବେ ସାଜି ମୋ ରାଣୀ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାକେଶ ବେହେରା ଏବଂ ଅନୁରାଗ ସାହୁ । ଚୈତନ୍ୟ ବେହେରା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମନୋରଞ୍ଜନ ପାଲ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଗ‌ଗନ ବିହାରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଆସିବୁ କେବେ ସାଜି ମୋ ରାଣୀ
ନିର୍ଦ୍ଦେଶକମନୋରଞ୍ଜନ ପାଲ୍
ପ୍ରଯୋଜକରାକେଶ ବେହେରା
ଅନୁରାଗ ସାହୁ[୧]
ସଂଳାପଅଜୟ ସାମଲ
ଚିତ୍ରନାଟ୍ୟମନୋରଞ୍ଜନ ପାଲ୍
କାହାଣୀଚୈତନ୍ୟ ବେହେରା
କଳାକାରଆକାଶ ଦାସନାୟକ
ଖୁସି ଗର୍ବୀ
ମିହିର ଦାସ
ବୀଣା ମହାରଣା
ରାଇମୋହ‌ନ ପରିଡ଼ା
ଅକ୍ଷୟ ବସ୍ତିଆ
ସଙ୍ଗୀତଗ‌ଗନ ବିହାରୀ
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକକୁନା ରାଉଳ
ମୁକ୍ତିଲାଭ ତାରିଖ
୧୯ ନଭେମ୍ବର ୨୦୧୦
ଦେଶଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଏବଂ ଖୁସି ଗର୍ବୀ । ମିହିର ଦାସ, ବୀଣା ମହାରଣା, ରାଇମୋହ‌ନ ପରିଡ଼ା, ଅକ୍ଷୟ ବସ୍ତିଆ, ବ୍ରଜ ସିଂହ, ଦେବୀ ବାରିକ, ଚୈତନ୍ୟ ବେହେରା, ଦେବୁ ବୋଷ, ଦୀପାଲି, ଜ୍ୟୋତି, ସ୍ମିତା ମହାନ୍ତି, ଅନୁରାଗ ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗ‌ଗନ ବିହାରୀ । ଅରୁଣ ମନ୍ତ୍ରୀ ଏବଂ ପଞ୍ଚାନନ ନାୟକ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ଅଭିଜିତ, ମହ‌ମଦ ଅଜିଜ୍, ବାପୁ ଗୋସ୍ୱାମୀ, ଇରା ମହାନ୍ତି, ଉଦିତ ନାରାୟଣ, ଶୈଳଭାମା ମହାପାତ୍ର, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."କାଉ ଯଦି ଖୁମ୍ପି ଦେଲା" 
2."ମୋ ଶଂଖା ସିନ୍ଦୂର" 
3."ପାଗଳ ପ୍ରେମିକ" 
4."ରୂପେଲି ଦେହରେ" 
5."ସବୁ ଦେଇ ସାରି" 
6."ସାଇ ରାମ ସାଇ ରାମ" 

ଆଧାରସମ୍ପାଦନ କରନ୍ତୁ

  1. http://www.dnaindia.com/mumbai/report-mumbai-model-held-in-odisha-chit-fund-scam-2025063
  2. "'ଡାର୍ଲିଂ'ର ଯୋଡିକୁ ଜାଣନ୍ତୁ". Sambad. 6 January 2019. Archived from the original on 10 January 2019. Retrieved 10 January 2019.
  3. http://www.orissadiary.com/CurrentNews.asp?id=28406
  4. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  5. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟସମ୍ପାଦନ କରନ୍ତୁ

ଇଣ୍ଟରନେଟ ମୁଭି ଡାଟାବେସରେ ଆସିବୁ କେବେ ସାଜି ମୋ ରାଣୀ