ପ୍ରେମ ବନ୍ଧନ

୧୯୯୯ର ଓଡ଼ିଆ କଥାଚିତ୍ର

ଏନ୍. ଗୋପାଳକୃଷ୍ଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ପ୍ରେମ ବନ୍ଧନ [୨] ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।

ପ୍ରେମ ବନ୍ଧନ
ନିର୍ଦ୍ଦେଶକଏନ୍. ଗୋପାଳକୃଷ୍ଣ
କଳାକାରସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଜୟୀରାମ ସାମଲ
ମୁକ୍ତିଲାଭ ତାରିଖ
୯ ସେପ୍ଟେମ୍ବର ୧୯୯୯ [୧]
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ପ୍ରେମ ବନ୍ଧନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. ଧରିତ୍ରୀ (୨୩ଡିସେମ୍ବର୧୯୯୯)
  2. ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମ ବନ୍ଧନ
  3. "ଅଫେରା ରାଇଜରେ ସିନେ ଅଭିନେତା ବିରାଜ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)