ପ୍ରେମ ବନ୍ଧନ
୧୯୯୯ର ଓଡ଼ିଆ କଥାଚିତ୍ର
ଏନ୍. ଗୋପାଳକୃଷ୍ଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ପ୍ରେମ ବନ୍ଧନ [୨] ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।
ପ୍ରେମ ବନ୍ଧନ | |
---|---|
ନିର୍ଦ୍ଦେଶକ | ଏନ୍. ଗୋପାଳକୃଷ୍ଣ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଜୟୀରାମ ସାମଲ |
ମୁକ୍ତିଲାଭ ତାରିଖ | ୯ ସେପ୍ଟେମ୍ବର ୧୯୯୯ [୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆଚଳଚ୍ଚିତ୍ର ‘ପ୍ରେମ ବନ୍ଧନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: