ଭାଇ ହେଲା ଭଗାରି

୧୯୯୪ର ଓଡ଼ିଆ କଥାଚିତ୍ର

ଭାଇ ହେଲା ଭଗାରୀ ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରବି କିନ୍ନାଗି

ଭାଇ ହେଲା ଭଗାରି
ନିର୍ଦ୍ଦେଶକରବି କିନ୍ନାଗି
ପ୍ରଯୋଜକଶୈଳବାଳା ଲେଙ୍କା
କଳାକାରସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ବିଜୟ ମହାନ୍ତି, ପୃଥ୍ୱୀରାଜ ନାୟକ, ଜୟୀରାମ ସାମଲ, ତନ୍ଦ୍ରା ରାୟ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୨ଲକ୍ଷ ୬୫ହଜାର

ଅଭିନୟ ସମ୍ପାଦନା

ଆଧାର ସମ୍ପାଦନା

  1. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  2. "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍‌". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା