ଶାଶୁଘର ଚାଲିଯିବି
୨୦୦୬ର ଓଡ଼ିଆ କଥାଚିତ୍ର
ଶାଶୁଘର ଚାଲିଯିବି ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ ।[୧]
ଶାଶୁଘର ଚାଲିଯିବି | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ଅଜିତ କୁମାର ବଡ଼ଜାତ୍ୟା, କମଳ କୁମାର ବଡ଼ଜାତ୍ୟା, ରାଜକୁମାର ବଡ଼ଜାତ୍ୟା |
ଚିତ୍ରନାଟ୍ୟ | ବିଜୟ ମିଶ୍ର |
କାହାଣୀ | ଜସ୍ୱନ୍ତ ଗଙ୍ଗାଣୀ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅନୁ ଚୌଧୁରୀ, ନୈନା ଦାସ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ଶାଶୁଘର ଚାଲିଯିବି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାରସମ୍ପାଦନ କରନ୍ତୁ
- ↑ "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଏହି ଓଲିଉଡ଼୍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା | Sambad". Sambad. 27 December 2017. Archived from the original on 1 September 2018. Retrieved 1 September 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଶାଶୁଘର ଚାଲିଯିବି