ସମୟ ଚକରେ ସଂସାର ରଥ

୨୦୦୨ର ଓଡ଼ିଆ କଥାଚିତ୍ର

ସମୟ ଚକରେ ସଂସାର ରଥ, ୨୦୦୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜିତେନ୍ଦ୍ର ମହାପାତ୍ର । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ, ଚିନତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ସମୟ ଚକରେ ସଂସାର ରଥ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକଜିତେନ୍ଦ୍ର ମହାପାତ୍ର
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବିଜୟ ମିଶ୍ର
କାହାଣୀବିଜୟ ମିଶ୍ର
କଳାକାରସିଦ୍ଧାନ୍ତ ମହାପାତ୍ର
ମାମା ମିଶ୍ର
ମିହିର ଦାସ
ଅପରାଜିତା ମହାନ୍ତି
ବିଜୟ ମହାନ୍ତି
ହର ପଟ୍ଟନାୟକ
ସଙ୍ଗୀତବିଜୁ ସ୍ୱାଇଁ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଦେବନ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜୁନ ୨୦୦୨
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସ୍ନିଗ୍ଧା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ସୁରେଶ ବଳ, ପ୍ରିୟଙ୍କା ମହାପାତ୍ର, ସାତ୍ୟକି ମିଶ୍ର, କୁନା ତ୍ରିପାଠୀ, ବ୍ରଜ ସିଂହ, ହରିହର ମହାପାତ୍ର, ରୁନୁ ପରିଜା, ବବି ପ୍ରଧାନ, ସୁକାନ୍ତ ରଥ, ଉତ୍ତମ ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୁ ସ୍ୱାଇଁ । ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଷ ଦାସ, ଗୀତା ଦାଶ, ଇରା ମହାନ୍ତି, ଦେବାଶିଷ ମହାପାତ୍ର, ଅରବିନ୍ଦ ମୁଦୁଲି, ୟୋନେଶ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଆସ ଆସ ମିନି ମୁନା" 
2."ଦେଖା ହେଲେ କଥା ହେଲେ" 
3."ଜାଣେନା ଏ ରାତି କିଆଁ" 
4."ଖେଳ ଘର ଭାଙ୍ଗି ଗଲେ" 
5."ସୁଖର ସାଥୀ ଦୁନିଆ ସାରା" 

ଆଧାର ସମ୍ପାଦନା

  1. "Samaya Chakare Sansara Ratha". OdiaHits.com. Retrieved 26 April 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା