ଶତ୍ରୁ ସଂହାର

୨୦୦୯ର ଓଡ଼ିଆ କଥାଚିତ୍ର

ଶତ୍ରୁ ସଂହାର,୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହର୍ଷବର୍ଦ୍ଧନ ଲାଲ । ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଶତ୍ରୁ ସଂହାର
ଫାଇଲ:ଶତ୍ରୁ ସଂହାର
ନିର୍ଦ୍ଦେଶକସୁଧାଂଶୁ ସାହୁ
ପ୍ରଯୋଜକହର୍ଷବର୍ଦ୍ଧନ ଲାଲ
ସଂଳାପଶଙ୍କର ତ୍ରିପାଠୀ
ଚିତ୍ରନାଟ୍ୟସୁଧାଂଶୁ ସାହୁ
କଳାକାରସିଦ୍ଧାନ୍ତ ମହାପାତ୍ର
ଆକାଶ ଦାସନାୟକ
ରାହୁଲ ଦେବ
ବିଜୟ ମହାନ୍ତି
ସଙ୍ଗୀତଶରତ ନାୟକ
ମୁକ୍ତିଲାଭ ତାରିଖ
୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ ସମ୍ପାଦନା

ଆଧାର ସମ୍ପାଦନା

  1. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  2. "Rahul Dev starts shooting for his fourth Odia movie Ram". OrissaPOST (in English). Bhubaneswar. 1 September 2023. p. 2. Archived from the original on 2 September 2023. Retrieved 2 September 2023.{{cite news}}: CS1 maint: unrecognized language (link)
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା