ହିସାବ କରିବ କାଳିଆ

୧୯୯୦ର ଓଡ଼ିଆ କଥାଚିତ୍ର

ହିସାବ କରିବ କାଳିଆ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩] ସୁମନ୍ତ ଦେ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ହିସାବ କରିବ କାଳିଆ
ନିର୍ଦ୍ଦେଶକସୁମନ୍ତ ଦେ
ଚିତ୍ରନାଟ୍ୟସୁମନ୍ତ ଦେ
କାହାଣୀସୁମନ୍ତ ଦେ
କଳାକାରମିହିର ଦାସ
ଦେବୁ ବୋଷ
ଶ୍ରୀରାମ ପଣ୍ଡା
ବୈଶାଳୀ ପରିଡ଼ା
ଦୁଃଖିରାମ ସ୍ୱାଇଁ
ରାଇମୋହନ ପରିଡ଼ା
ସଙ୍ଗୀତମହମ୍ମଦ ମୁସୀର
ଚିତ୍ରଗ୍ରହଣରାଜୁ ମିଶ୍ର
ରଞ୍ଜନ
ଅଶୋକ ସ୍ୱାଇଁ[୧][୨]
ସମ୍ପାଦକମଣି
ମୁକ୍ତିଲାଭ ତାରିଖ
୧୨ ଡିସେମ୍ବର ୧୯୯୦[୩]
ଦେଶ ଭାରତ
ଭାଷାଓଡ଼ିଆ

ମିହିର ଦାସ, ଦେବୁ ବୋଷ, ଶ୍ରୀରାମ ପଣ୍ଡା, ବୈଶାଳୀ ପରିଡ଼ା, ଦୁଃଖିରାମ ସ୍ୱାଇଁ, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ଅସୀତ ପତି, ଦେବୁ ବ୍ରହ୍ମା, ଗାଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "ସିନେମାଟୋଗ୍ରାଫର ଅଶୋକ ସ୍ୱାଇଁଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀଙ୍କ ଶୋକ". ଫାଷ୍ଟମେଲ୍. 7 July 2018. Retrieved 16 July 2018.
  2. "ଓଲିଉଡ୍‌ ସିନେମାଟୋଗ୍ରାଫର୍‌ ଅଶୋକ ସ୍ୱାଇଁଙ୍କ ପରଲୋକ". ପ୍ରତିନିଧି. 8 July 2018. Retrieved 16 July 2018.
  3. ୩.୦ ୩.୧ ୩.୨ "ହିସାବ କରିବ କାଳିଆ". CINE Critics. Retrieved 16 July 2018.
  4. "ଶ୍ରୀରାମ ଓ ଶ୍ରୀତମଙ୍କ ମଧ୍ୟରେ ଅଛି ଏଇ ସମାନତା". sambad.in. 16 February 2017. Retrieved 16 July 2018.

ବାହାର ଆଧାରସମ୍ପାଦନ କରନ୍ତୁ