ହିରୋ

୨୦୧୧ର ଓଡ଼ିଆ କଥାଚିତ୍ର

ଦିଲ୍ଲିପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଏସ.କେ. ଆର୍ଟସ'ର ଓଡ଼ିଆଚଳଚ୍ଚିତ୍ର ହିରୋ [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।

ହିରୋ - ପ୍ରେମକଥା
ନିର୍ଦ୍ଦେଶକଦିଲ୍ଲିପ ପଣ୍ଡା
ପ୍ରଯୋଜକସୁନିଲ୍ ରାଉତ
ସଂଳାପ(ସଂଳାପ) : ଶିର୍ଷାନନ୍ଦ ଦାସ କାନୁନ୍ଗୋ
ଚିତ୍ରନାଟ୍ୟଦିଲ୍ଲିପ ପଣ୍ଡା
କାହାଣୀସୁଜାତା ରାଉତ
କଳାକାରଅରିନ୍ଦମ ରାୟ, ପ୍ରିୟା ଚୌଧୁରୀ, ଚନ୍ଦନ କର, ପିଣ୍ଟୁ ନନ୍ଦ
ସଙ୍ଗୀତଦୀପକ କୁମାର
ଚିତ୍ରଗ୍ରହଣକଲ୍ୟାଣ
ମୁକ୍ତିଲାଭ ତାରିଖ
୨୯ ଅପ୍ରେଲ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

  • ସଙ୍ଗୀତକାର: ଦୀପକ କୁମାର
  • ଗୀତିକାର: ବସନ୍ତରାଜ ସାମଲ
  • କଣ୍ଠ:

ଗୀତସମ୍ପାଦନ କରନ୍ତୁ

  • ମୁଁ ତୋ ହିରୋ ଗୋରୀ, ତୁ ମୋ ହିରୋଇନ
  • ତୋ ଚେହେରା ଚାନ୍ଦର ଟୁକୁଡା
  • ଏକାଏକା ସାଥୀ ମୋର ଏକା ଏକା
  • ତତେ କେତେ ଭଲ ପାଏ ଜାଣେନା
  • ସଙ୍କଟମୋଚନ
  • ସାଥୀରେ

ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ

  1. ଇଣ୍ଟରନେଟ ମୁଭି ଡାଟାବେସରେ ହିରୋ
  2. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  3. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
  4. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)