ଲକ୍ଷ୍ମୀ ପ୍ରତିମା
୨୦୦୭ର ଓଡ଼ିଆ କଥାଚିତ୍ର
ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ପ୍ରତିମା ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା । ସରୋଜ ନନ୍ଦ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ଚଳଚ୍ଚିତ୍ରଟି ବହୁ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।[୨]
ଲକ୍ଷ୍ମୀ ପ୍ରତିମା | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସିନ |
ପ୍ରଯୋଜକ | ଅଶୋକ ନନ୍ଦ |
ଚିତ୍ରନାଟ୍ୟ | ବିଜୟ ମିଶ୍ର |
କାହାଣୀ | ମହମ୍ମଦ ମହସିନ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ |
ଚିତ୍ରଗ୍ରହଣ | ସତିସ କୁମାର |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆକଥାଚିତ୍ର ‘ଲକ୍ଷ୍ମୀ ପ୍ରତିମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାରସମ୍ପାଦନ କରନ୍ତୁ
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 5 December 2017.
- ↑ Orissa reference: glimpses of Orissa. TechnoCAD Systems. 2001.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷ୍ମୀ ପ୍ରତିମା