ଲକ୍ଷ୍ମୀ ପ୍ରତିମା
୨୦୦୭ର ଓଡ଼ିଆ କଥାଚିତ୍ର
ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ପ୍ରତିମା ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା । ସରୋଜ ନନ୍ଦ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ଚଳଚ୍ଚିତ୍ରଟି ବହୁ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।[୨]
ଲକ୍ଷ୍ମୀ ପ୍ରତିମା | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସିନ |
ପ୍ରଯୋଜକ | ଅଶୋକ ନନ୍ଦ |
ଚିତ୍ରନାଟ୍ୟ | ବିଜୟ ମିଶ୍ର |
କାହାଣୀ | ମହମ୍ମଦ ମହସିନ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ |
ଚିତ୍ରଗ୍ରହଣ | ସତିସ କୁମାର |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧କୋଟି ୨ଲକ୍ଷ ୬୦ହଜାର |
ଅଭିନୟ
ସମ୍ପାଦନାଆଧାର
ସମ୍ପାଦନା- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 10 December 2017. Retrieved 5 December 2017.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷ୍ମୀ ପ୍ରତିମା