ରଜାଝିଅ ସଂଗେ ହେଇଗଲା ଭାବ
୨୦୧୨ର ଓଡ଼ିଆ କଥାଚିତ୍ର
ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ରଜାଝିଅ ସଂଗେ ହେଇଗଲା ଭାବ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା ।
ରଜାଝିଅ ସଂଗେ ହେଇଗଲା ଭାବ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରବାଲ |
ସଂଳାପ | (ସଂଳାପ): |
କଳାକାର | ଅରିନ୍ଦମ ରାୟ, ଅର୍ଚ୍ଚିତା ସାହୁ, ମହାଶ୍ୱେତା ରାୟ, ମିହିର ଦାସ |
ବର୍ଣ୍ଣନା | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୧୦ ଜୁନ୨୦୧୨[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ମୋଟ ଆୟ | ![]() |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ।[୨]
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ରଜାଝିଅ ସଂଗେ ହେଇଗଲା ଭାବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୩]
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ସଙ୍ଗୀତକାର: ପ୍ରେମ ଆନନ୍ଦ
- ଗୀତିକାର: ଶ୍ରୀକାନ୍ତ ଗୌତମ
ଟୀକାସମ୍ପାଦନ କରନ୍ତୁ
- ↑ "Filmmakers cash in on Raja spirit - The Times of India". indiatimes.com. 2012. Retrieved 13 June 2012.
Raja Jhia Sange Hoigala Bhaba', has already been released on Sunday
- ↑ "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 1 September 2018. Retrieved 1 September 2018.
- ↑ "Raja Jhia Sange Heigala Bhaba Oriya Movie, songs, wallpapers, videos". movies.fullorissa.com. 2012. Retrieved 13 June 2012.
Raja Jhia Sange heigala bhaba Oriya Film Cast and Crew
- ↑ "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.
{{cite news}}
: CS1 maint: unrecognized language (link)
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ NO/ ରଜାଝିଅ ସଂଗେ ହେଇଗଲା ଭାବ