ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ

୨୦୦୬ର ଓଡ଼ିଆ କଥାଚିତ୍ର

ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରତିକାନ୍ତ କାନୁନ୍‌ଗୋ ଏବଂ ପ୍ରମୋଦ କୁମାର ସ୍ୱାଇଁ ।[୨] ସୁଚିସ୍ମିତା କାନୁନ୍‌ଗୋ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟି ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକରତିକାନ୍ତ କାନୁନ୍‌ଗୋ
ପ୍ରମୋଦ କୁମାର ସ୍ୱାଇଁ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସୁଚିସ୍ମିତା କାନୁନ୍‌ଗୋ
କଳାକାରମିହିର ଦାସ
ସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ଅସୀତ ପତି
ଉତ୍ତମ ମହାନ୍ତି
ମୀନକେତନ
ସ୍ନିଗ୍ଧା ମହାନ୍ତି
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ।[୪] ଅସିତ ପତି, ଉତ୍ତମ ମହାନ୍ତି, ମୀନକେତନ, ସ୍ନିଗ୍ଧା ମହାନ୍ତି, ବୀଣା ମହାରଣା, ଦିପ୍ତି ପଣ୍ଡା, ଅଶୋକ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୯] ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ସୁବାସ ଦାସ, ଅଭୟ ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ପ୍ରିତିନନ୍ଦା ରାଉତରାୟ, ଅରବିନ୍ଦ ଷଡ଼ଙ୍ଗୀ, ଶୈଳଭାମା ମହାପାତ୍ର, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଭାଇ ତୋତେ ମୋର ରହିଲା ରାଣ" 
2."ଫୁଲର ପାହାଡ଼" 
3."ରାଖି ପୁନେଇଁରେ" 
4."ଅଳତା ସିନ୍ଦୂର" 
5."ରାଖି ବାନ୍ଧିଲି ମୋ ରଖିବ ମାନ" 
6."ଛୁଇଁ ଦେଇ କ‌ହୁଛ" 

ଆଧାର ସମ୍ପାଦନ କରନ୍ତୁ

  1. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  2. ୨.୦ ୨.୧ ୨.୨ ୨.୩ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 27 August 2018. Retrieved 27 August 2018.
  3. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 27 August 2018. Retrieved 27 August 2018.
  4. "Ei Rakhi To Raksha Kabacha to be aired on Zee Sarthak Aug 21". OrissaPOST (in English). No. Sunday Post. 14 August 2022. Archived from the original on 6 December 2022. Retrieved 6 December 2022.{{cite news}}: CS1 maint: unrecognized language (link)
  5. "ରୂପେଲୀ ପରଦାରେ ରାକ୍ଷୀ - SamajaLive.in". SamajaLive.in. 25 August 2018. Archived from the original on 27 August 2018. Retrieved 27 August 2018.
  6. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  7. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  8. "ଏହି ଓଲିଉଡ଼୍‍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା | Sambad". Sambad. 27 December 2017. Archived from the original on 1 September 2018. Retrieved 1 September 2018.
  9. "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 7 September 2018. Retrieved 7 September 2018.

ବାହାର ଆଧାର ସମ୍ପାଦନ କରନ୍ତୁ