ଲକ୍ଷ୍ମୀର ଅଭିସାର
୧୯୯୮ର ଓଡ଼ିଆ କଥାଚିତ୍ର
ଲକ୍ଷ୍ମୀର ଅଭିସାର, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହରିରାମ ଅଗ୍ରୱାଲ ଓ ଲକ୍ଷ୍ମୀନାରାୟଣ ଅଗ୍ରୱାଲ । ମନୋଜ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ରାଜୁ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଲକ୍ଷ୍ମୀର ଅଭିସାର | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ହରିରାମ ଅଗ୍ରୱାଲ ଲକ୍ଷ୍ମୀନାରାୟଣ ଅଗ୍ରୱାଲ |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ମନୋଜ ଦାସ |
କଳାକାର | ଯାଜ୍ଞସେନୀ ଯେନା, ମିହିର ଦାସ, ବିଦ୍ୟୁତଲାଲ ଦେବୀ, ରବି ମିଶ୍ର, ଶିଳାଲିପି ପରିଡ଼ା, ସରୋଜ ଦାସ, ଅନିତା ଦାସ |
ସଙ୍ଗୀତ | ଗିରିଧାର ଗମାଙ୍ଗ ରାଜୁ ମିଶ୍ର |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ରୋହିତ ଗାନ୍ଧି |
ମୁକ୍ତିଲାଭ ତାରିଖ | ୧୯୯୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଯାଜ୍ଞସେନୀ ଯେନା, ମିହିର ଦାସ, ବିଦ୍ୟୁତଲାଲ ଦେବୀ, ରବି ମିଶ୍ର, ଶିଳାଲିପି ପରିଡ଼ା, ସରୋଜ ଦାସ, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୮ରେ ଆୟୋଜିତ ଦ୍ୱାଦଶ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ରଟିର ପ୍ରଦର୍ଶିତ ହୋଇଥିଲା ।[୩][୨][୧] ୨୦୦୧ ମସିହାରେ ଏହି ଚଳଚ୍ଚିତ୍ରଟିର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସମେତ ୮ଟି ବିଭାଗରେ ପୁରସ୍କାର ପାଇଥିଲା ।[୪][୫]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗିରିଧର ଗମାଙ୍ଗ ଓ ରାଜୁ ମିଶ୍ର ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ୧.୦ ୧.୧ "ସରିଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ : ଓଡ଼ିଆ ସଂସ୍କୃତିର ମହନୀୟତାକୁ ବୁଝ". sambad.in. 15 January 2018. Retrieved 26 May 2018.
- ↑ ୨.୦ ୨.୧ "ଆଜିଠୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ! ୩ ଦିନରେ ପ୍ରଦର୍ଶିତ ହେବ ୩୯ ଚଳଚ୍ଚିତ୍ର". Kanak News. 12 January 2018. Retrieved 26 May 2018.
- ↑ "ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ". ଧରିତ୍ରୀ. Retrieved 26 May 2018.
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷ୍ମୀର ଅଭିସାର