ମତେ ବୋହୂ କରି ନେଇ ଯା
୨୦୧୧ର ଓଡ଼ିଆ କଥାଚିତ୍ର
ବିକାଶ ଦାଶଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମତେ ବୋହୂ କରି ନେଇ ଯା [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ ।[୩]
ମତେ ବୋହୂ କରି ନେଇ ଯା’ | |
---|---|
ନିର୍ଦ୍ଦେଶକ | ବିକାଶ ଦାଶ |
ପ୍ରଯୋଜକ | ଜ୍ଞାନ ରଞ୍ଜନ ପ୍ରୀୟଦର୍ଶନ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ବିକାଶ ଦାଶ |
କାହାଣୀ | ଜ୍ୟୋତ୍ସ୍ନା ମିଶ୍ର |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଦିପେନ, ମିହିର ଦାସ,ରାଜା ମୁରାଦ |
ସଙ୍ଗୀତ | ବିକାଶ ଶୁକ୍ଳା |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
Production company | ଦର୍ଶନ ମ୍ୟୁଜିକ୍ ଏଣ୍ଡ ଫିଲ୍ମ୍ସ୍ |
ମୁକ୍ତିଲାଭ ତାରିଖ | ୦୩ ଅପ୍ରେଲ ୨୦୧୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବ୍ୟାଙ୍କକରେ ରହୁଥିବା ଦୁଇ ପ୍ରବାସି ଓଡ଼ିଆ ପରିବାର ନିଜର ପରମ୍ପରା ଏବଂ ସଂସ୍କୃତିକୁ କେମିତି ବଞ୍ଚେଇ ରଖିଛନ୍ତି, ତାରି ଉପରେ କାହାଣିଟି ପରିବେଷିତ ।
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ବିକାଶ ଶୁକ୍ଳା
- ଗୀତିକାର: ନିଜାମ୍, ବିଜୟ ମଲ୍ଲ, ପଞ୍ଚାନନ ନାୟକ
- ପ୍ରଚ୍ଛଦପଟ ଗାୟକ: ଇରା ମହାନ୍ତି, ଅଭିଜିତ, ସୁରେଶ ବାଡ଼େକର, କବିତା କୃଷ୍ଣମୂର୍ତ୍ତି
ଗୀତ
ସମ୍ପାଦନା- ଅଗଣା ତୋର ଡାକୁଚି ମତେ
- ଆମେ କଣ ତମ ପାଇଁ ଫିଟ ନୁହଁ କି
- ଏତେ ଭଲ ପାଅନାହିଁ
- ଗୋଟିଏ ଚିଠି ଦୁଇ ଠିକଣା
- ଥିରି ଥିରି ଚୋରି ଚୋରି
- ହସିବାର ମିଛ ଅଭିନୟ
ଆଧାର
ସମ୍ପାଦନା- ↑ ଇଣ୍ଟରନେଟ ମୁଭି ଡାଟାବେସରେ ମତେ ବୋହୂ କରି ନେଇ ଯା
- ↑ http://cinemasagar.com/2011/03/mate-bohu-kari-nei-ja-releasing-on-1st-april/
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ମାଳବିକାଙ୍କ ଲେଉଟାଣି". ସକାଳ. 17 July 2022. p. 15. Archived from the original on 18 July 2022. Retrieved 18 July 2022.
- ↑ "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.
{{cite news}}
: CS1 maint: unrecognized language (link)