ଘର ମୋର ସ୍ୱର୍ଗ

୧୯୯୨ର ଓଡ଼ିଆ କଥାଚିତ୍ର

ଘର ମୋର ସ୍ୱର୍ଗ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅରୁଣ ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।

ଘର ମୋର ସ୍ୱର୍ଗ
ନିର୍ଦ୍ଦେଶକଅରୁଣ ମହାନ୍ତି
ପ୍ରଯୋଜକଅରୁଣ ମହାନ୍ତି
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟଅରୁଣ ମହାନ୍ତି
କାହାଣୀଅରୁଣ ମହାନ୍ତି
କଳାକାରଶ୍ରୀରାମ ପଣ୍ଡା
ମହାଶ୍ୱେତା ରାୟ
ମିହିର ଦାସ
ତନ୍ଦ୍ରା ରାୟ
ହର ପଟ୍ଟନାୟକ
ନିହାରିକା ସାହୁ
ଜୟୀରାମ ସାମଲ
ସଙ୍ଗୀତଅରୁଣ ମହାନ୍ତି
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
କେ.ଭି. ସୁରେଶ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ମିହିର ଦାସ, ତନ୍ଦ୍ରା ରାୟ, ହର ପଟ୍ଟନାୟକ, ନିହାରିକା ସାହୁ, ଜୟୀରାମ ସାମଲ, ଅଜିତ ଦାସ, ବ୍ରଜ ସିଂହ, କାନ୍ତ ସିଂହ, ଦୁଃଖିରାମ ସ୍ୱାଇଁ, ଶ୍ରାବନ୍ତି, ବାଙ୍କୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅରୁଣ ମହାନ୍ତି । ଗୀତିକାର ଦେବଦାସ ଛୋଟରାୟ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପ୍ରଣବ ପଟ୍ଟନାୟକ, ଇଶା ବେବର୍ତ୍ତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାର ସମ୍ପାଦନ କରନ୍ତୁ

  1. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନ କରନ୍ତୁ