ମତେ ତ ଲଭ ହେଲାରେ

୨୦୦୮ର ଓଡ଼ିଆ କଥାଚିତ୍ର

ମତେ ତ ଲଭ ହେଲାରେ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ମତେ ତ' ଲଭ ହେଲାରେ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକବିଜୟ ପଟ୍ଟନାୟକ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟଅଶୋକ ପତି
କାହାଣୀବିଜୟ ପଟ୍ଟନାୟକ
କଳାକାରଅନୁଭବ ମହାନ୍ତି, ଶୁଭଶ୍ରୀ ଗାଙ୍ଗୁଲୀ, ସିଦ୍ଧାନ୍ତ ମହାପାତ୍ର, ଇଲୁ ବାନାର୍ଜୀ, ଅନିତା ଦାସ, ମିହିର ଦାସ, ବବି ମିଶ୍ର
ସଙ୍ଗୀତବଚୁ ମୁଖାର୍ଜୀ
ଚିତ୍ରଗ୍ରହଣରମେଶ କ୍ରିଷ୍ଣା
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
ମାର୍ଚ୍ଚ ୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଶୁଭଶ୍ରୀ ଗାଙ୍ଗୁଲୀ । ସିଦ୍ଧାନ୍ତ ମହାପାତ୍ର, ଇଲୁ ବାନାର୍ଜୀ, ଅନିତା ଦାସ, ମିହିର ଦାସ, ବବି ମିଶ୍ର, ସାତ୍ୟକି ମିଶ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

କାହାଣୀ

ସମ୍ପାଦନା

ଗୀତ ଏବଂ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଚୁ ମୁଖାର୍ଜୀ । ଅରୁଣ ମନ୍ତ୍ରୀ, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସ୍ୱରୂପ ନାୟକ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । କୁମାର ବାପି, ଶୁଭାସିଷ ମହାକୁଡ଼, ତପୁ ମିଶ୍ର, ପମି, ଶୈଳଭାମା ମହାପାତ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
1."ମୋ ଆଖି ବନ୍ଧୁକ" 
2."ଆଖି ବୁଜି ଦେଲେ" 
3."କଲେଜକୁ ଆସିଚି ମୁଁ" 
4."ମତେ ତ ଲଭ୍ ହେଲାରେ (ଦୁଃଖ)" 
5."ଭଲ ମୁଁ ପାଇଚି" 
6."ମତେ ତ ଲଭ୍ ହେଲାରେ" 
  1. "ପୁଣି ଭିନ୍ନ ଧରଣର ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ". Sambad. 21 May 2023. Archived from the original on 18 September 2023. Retrieved 18 September 2023.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  3. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.

ବାହାର ଆଧାର

ସମ୍ପାଦନା