ମାତୃଶକ୍ତି
୨୦୦୩ର ଓଡ଼ିଆ କଥାଚିତ୍ର
ମାତୃଶକ୍ତି ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ ।[୧]
ମାତୃଶକ୍ତି | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ବିଜୟ କାନ୍ଦୋଇ |
ଚିତ୍ରନାଟ୍ୟ | ବସନ୍ତ ସାହୁ |
କାହାଣୀ | ବିଜୟ କାନ୍ଦୋଇ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ହରିହର ଦାସ, ଜ୍ୟୋତି ମିଶ୍ର |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁସାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୬୮ଲକ୍ଷ ୭୫ହଜାର |
ଅଭିନୟ
ସମ୍ପାଦନାଆଧାର
ସମ୍ପାଦନା- ↑ "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମାତୃଶକ୍ତି