ଗଙ୍ଗା ଯମୁନା
୧୯୯୭ର ଓଡ଼ିଆ କଥାଚିତ୍ର
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଗଙ୍ଗା ଯମୁନା ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଏହି ଚଳଚ୍ଚିତ୍ରଟି "ଦୁଇ ବନ୍" ନାମରେ ବଙ୍ଗଳା ଭାଷାକୁ ମଧ୍ୟ ଅନୁବାଦିତ ହୋଇଥିଲା |[୨]
ଗଙ୍ଗା ଯମୁନା | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ଶିବ ଲେଙ୍କା |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କାହାଣୀ | ହର ପଟ୍ଟନାୟକ |
କଳାକାର | ରଚନା ବାନାର୍ଜୀ, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଦେବୁ ବୋଷ, ରୁନୁ ପରିଜା |
ସଙ୍ଗୀତ | ମନ୍ମଥ ମିଶ୍ର |
ଚିତ୍ରଗ୍ରହଣ | ଦିଲ୍ଲିପ |
ସମ୍ପାଦକ | ସଞ୍ଜୟ ପାଠକ |
ମୁକ୍ତିଲାଭ ତାରିଖ | ୧୯୯୭ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୮୯ଲକ୍ଷ ୬୫ହଜାର ଟଙ୍କା |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆଚଳଚ୍ଚିତ୍ର ‘ଗଙ୍ଗା ଯମୁନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାରସମ୍ପାଦନ କରନ୍ତୁ
- ↑ http://odishasuntimes.com/2015/01/13/odishas-veteran-actor-director-hara-patnaik-no/
- ↑ http://timesofindia.indiatimes.com/entertainment/hindi/bollywood/news/The-great-dubbing-down/articleshow/2533211.cms
- ↑ "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
- ↑ http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଗଙ୍ଗା ଯମୁନା