ରାମାୟଣ (ଓଡ଼ିଆ କଥାଚିତ୍ର)
୧୯୮୦ର ଓଡ଼ିଆ କଥାଚିତ୍ର
ରାମାୟଣ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧୀର ବିଶ୍ୱାଳ ।[୨] ଗୋବିନ୍ଦ ତେଜ ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ଯିଏକି ଏହି କଥାଚିତ୍ର ଜରିଆରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୩] ଏହି କଥାଚିତ୍ରଟିର କାହଣୀ ବାଲ୍ମିକୀ ରାମାୟଣ ଉପରେ ଆଧାରିତ ଥିଲା ।
ରାମାୟଣ | |
---|---|
ନିର୍ଦ୍ଦେଶକ | ଗୋବିନ୍ଦ ତେଜ |
ପ୍ରଯୋଜକ | ଧୀର ବିଶ୍ୱାଳ |
କାହାଣୀ | ବାଲ୍ମିକୀ |
କଳାକାର | ଧୀର ବିଶ୍ୱାଳ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅନିତା ଦାସ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ରଞ୍ଜନ କିନାଗୀ |
ସମ୍ପାଦକ | ଏ. ସଞ୍ଜୀବ |
ମୁକ୍ତିଲାଭ ତାରିଖ | ୧୯୮୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି, ମିହିର ଦାସ, ଧୀର ବିଶ୍ୱାଳ, ଗୋବିନ୍ଦ ତେଜ, ପ୍ରଦୀପ, ଅପରାଜିତା ମହାନ୍ତି, ଅନିତା ଦାସ, ଶୁଭ୍ରା ପତି, ସୌଦାମିନୀ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ଧୀର ବିଶ୍ୱାଳ - ରାବଣ
- ଉତ୍ତମ ମହାନ୍ତି - ରାମ
- ମିହିର ଦାସ[୪] - ଶତୃଘ୍ନ
- ଗୋବିନ୍ଦ ତେଜ - ଦଶରଥ
- ପ୍ରଦୀପ
- ଅନିତା ଦାସ - ମନ୍ଦୋଦରୀ
- ଶୁଭ୍ରା ପତି - ସୀତା
- ସୌଦାମିନୀ ମିଶ୍ର
- ରବି ମିଶ୍ର
- ନମ୍ରତା ଦାସ - କୌଶଲ୍ୟା
- ନଳିନୀ ରାୟ - ଲକ୍ଷ୍ମଣ
- ରଜନୀକାନ୍ତ ମହାନ୍ତି
- ପ୍ରେମାଞ୍ଜନ ପରିଡ଼ା
- ସଂଗ୍ରାମ ବିଶ୍ୱାଳ
- ନରେନ୍ଦ୍ର କୁମାର ବେହେରା (ନରୀ)
- ଲୀଳା ଦୁଲାରୀ
- ମୀରା ମହାନ୍ତି
ଗୀତ ଓ ସଙ୍ଗୀତ
ସମ୍ପାଦନାପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଚିତ୍ତ ଜେନା, ସୁବାସ ଦାସ, ଏସ. ଜାନକୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
ସମ୍ପାଦନା- ↑ odiacinemaworld.blogspot.comରେ ୧୯୮୦ର ଓଡ଼ିଆ କଥାଚିତ୍ର
- ↑ "ଅତୀତରୁ". ଧରିତ୍ରୀ. 23 June 2022. p. ୧୩. Archived from the original on 23 June 2022. Retrieved 23 June 2022.
- ↑ "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Archived from the original on 2020-10-14. Retrieved 22 August 2016.
{{cite news}}
:|first=
missing|last=
(help) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରାମାୟଣ