ଶୁଭ ବିବାହ

୨୦୧୦ର ଓଡ଼ିଆ କଥାଚିତ୍ର

ଶୁଭ ବିବାହ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ ଓ ମନିଷା । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତିପ୍ରକାଶ ଦାସ ଏବଂ ପ୍ରକାଶ ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।[୨]

ଶୁଭ ବିବାହ
ନିର୍ଦ୍ଦେଶକଜ୍ୟୋତିପ୍ରକାଶ ଦାସ
ପ୍ରଯୋଜକପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ, ମନିଷା
ଚିତ୍ରନାଟ୍ୟଜ୍ୟୋତିପ୍ରକାଶ ଦାସ, ପ୍ରକାଶ ବରାଳ
କାହାଣୀଜ୍ୟୋତିପ୍ରକାଶ ଦାସ
କଳାକାରପୁପିନ୍ଦର ସିଂହ, ବର୍ଷା ପ୍ରିୟଦର୍ଶିନୀ, ଆକାଶ ଦାସନାୟକ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣନ‌ଗେନ୍ଦ୍ର କୁମାର
ସମ୍ପାଦକସୁସ୍ମିତ ମଣ୍ଡଳ
ମୁକ୍ତିଲାଭ ତାରିଖ
୨୮ ଫେବୃଆରୀ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ[୩], ବର୍ଷା ପ୍ରିୟଦର୍ଶିନୀ ଏବଂ ଆକାଶ ଦାସନାୟକ ।[୨] ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜୀବନ ପଣ୍ଡା, ସଲିଲ ମିତ୍ର, ସୁମନ, ପୂଜା, ଶୁଭଶ୍ରୀ, ବାବୁଲା, ଦିଲ୍ଲୀପ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୨] ବସନ୍ତରାଜ ସାମଲ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ, ଗୌତମ ଗାଙ୍ଗୁଲି, ପାମେଲା ଜୈନ, ସଂଘମିତ୍ରା ଜେନା, କ୍ରିଷ୍ଣା, ମାଧବ, ତପୁ ମିଶ୍ର, ଜଲି ମୁଖାର୍ଜୀ, ଉଦିତ ନାରାୟଣ, ବିନୋଦ ରାଠୋଡ, ସାଧନା ସରଗମ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ସୁଖ ଦୁଃଖ ଦୋଛକିରେ" 
2."ମାନିଯାରେ ମାନିଯା ତୁ ଭଲ ପାଉଚୁ" 
3."ଚାନ୍ଦରୁ ଚାନ୍ଦିନୀ ତାରାରୁ ରୋଶନୀ" 
4."ଆସିଲା ଶୁଭ ବିବାହ" 

ଆଧାର ସମ୍ପାଦନା

  1. "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 24 February 2019. Retrieved 14 September 2018.
  2. ୨.୦ ୨.୧ ୨.୨ "Subha Bibaha". OdiaKhati.com. Archived from the original on 30 November 2017. Retrieved 27 November 2017.
  3. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  4. "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
  5. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
  6. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.

ବାହାର ଆଧାର ସମ୍ପାଦନା