ଜୀବନ ମୃତ୍ୟୁ
୨୦୦୫ର ଓଡ଼ିଆ କଥାଚିତ୍ର
ଜୀବନ ମୃତ୍ୟୁ, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନନ୍ଦା କର । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଜୀବନ ମୃତ୍ୟୁ | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ସୁନନ୍ଦା କର |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ବିଜୟ ମିଶ୍ର ରାଜୁ ମିଶ୍ର |
କଳାକାର | ସୁନୀଲ କୁମାର ଆମେଲି ପଣ୍ଡା ମିହିର ଦାସ ଅପରାଜିତା ମହାନ୍ତି ଉତ୍ତମ ମହାନ୍ତି ମୁନ୍ନା ଖାନ୍ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁନୀଲ କୁମାର ଓ ଆମେଲି ପଣ୍ଡା ।[୨] ମିହିର ଦାସ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ମୁନ୍ନା ଖାନ୍, ଇଲୁ ବାନାର୍ଜୀ, ମିଥିଳା, ରାଜଦୀପ, ଲିପ୍ସା ସତପଥୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ସୁନୀଲ କୁମାର
- ଆମେଲି ପଣ୍ଡା
- ମିହିର ଦାସ[୩]
- ଅପରାଜିତା ମହାନ୍ତି
- ଉତ୍ତମ ମହାନ୍ତି
- ମୁନ୍ନା ଖାଁ
- ଇଲୁ ବାନାର୍ଜୀ
- ମିଥିଳା
- ରାଜଦୀପ
- ଲିପ୍ସା ସତପଥୀ
- ଜର୍ଜ ତିଆଡ଼ି
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଜୀବନ ମୃତ୍ୟୁ" | |
2. | "ଜୀବନ ମୃତ୍ୟ (ନାରୀ)" | |
3. | "ଧନ୍ୟ ହେ ଇଶ୍ୱର" | |
4. | "ଝିଅ ପୁଣି ଆଜିକାଲି" |
ଆଧାର
ସମ୍ପାଦନା- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ "ବାହାଘର ପରେ ଓଲିଉଡ୍କୁ ଫେରିନାହାନ୍ତି ଏଇ ନାୟିକା!". sambad.in. 30 August 2017. Archived from the original on 8 September 2017. Retrieved 15 September 2017.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଜୀବନ ମୃତ୍ୟୁ