ଜୀବନ ମୃତ୍ୟୁ

୨୦୦୫ର ଓଡ଼ିଆ କଥାଚିତ୍ର

ଜୀବନ ମୃତ୍ୟୁ, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନନ୍ଦା କର । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଜୀବନ ମୃତ୍ୟୁ
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକସୁନନ୍ଦା କର
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟରାଜୁ ମିଶ୍ର
କାହାଣୀବିଜୟ ମିଶ୍ର
ରାଜୁ ମିଶ୍ର
କଳାକାରସୁନୀଲ କୁମାର
ଆମେଲି ପଣ୍ଡା
ମିହିର ଦାସ
ଅପରାଜିତା ମହାନ୍ତି
ଉତ୍ତମ ମହାନ୍ତି
ମୁନ୍ନା ଖାନ୍
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁନୀଲ କୁମାର ଓ ଆମେଲି ପଣ୍ଡା ।[୨] ମିହିର ଦାସ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ମୁନ୍ନା ଖାନ୍, ଇଲୁ ବାନାର୍ଜୀ, ମିଥିଳା, ରାଜଦୀପ, ଲିପ୍ସା ସତପଥୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଜୀବନ ମୃତ୍ୟୁ" 
2."ଜୀବନ ମୃତ୍ୟ (ନାରୀ)" 
3."ଧନ୍ୟ ହେ ଇଶ୍ୱର" 
4."ଝିଅ ପୁଣି ଆଜିକାଲି" 

ଆଧାରସମ୍ପାଦନ କରନ୍ତୁ

  1. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  2. "ବାହାଘର ପରେ ଓଲିଉଡ୍‍କୁ ଫେରିନାହାନ୍ତି ଏଇ ନାୟିକା!". sambad.in. 30 August 2017. Retrieved 15 September 2017.

ବାହାର ଆଧାରସମ୍ପାଦନ କରନ୍ତୁ