କ୍ରିମିନାଲ୍
୨୦୧୧ର କଥାଚିତ୍ର
ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କ୍ରିମିନାଲ୍-the real hero ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।[୧]
କ୍ରିମିନାଲ୍ - the real hero | |
---|---|
ନିର୍ଦ୍ଦେଶକ | ଦିଲ୍ଲୀପ ପଣ୍ଡା |
ପ୍ରଯୋଜକ | ଅଜୟ କୁମାର ମୂଳିଆ |
ସଂଳାପ | (ସଂଳାପ): ନିଜାମ |
ଚିତ୍ରନାଟ୍ୟ | ଦିଲ୍ଲୀପ ପଣ୍ଡା |
କାହାଣୀ | ଦିଲ୍ଲୀପ ପଣ୍ଡା |
କଳାକାର | ଅରିନ୍ଦମ, ରିୟା ଦେ, ସମରେଶ, ମିହିର ଦାସ |
ସଙ୍ଗୀତ | ଦୀପକ କୁମାର |
ଚିତ୍ରଗ୍ରହଣ | ପି. ସୁଧାକର ରେଡୀ |
ମୁକ୍ତିଲାଭ ତାରିଖ | ୨ ଅକ୍ଟୋବର ୨୦୧୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘କ୍ରିମିନାଲ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ଦୀପକ କୁମାର
ଆଧାର
ସମ୍ପାଦନା- ↑ incredibleorissa.comରେ କ୍ରିମିନାଲ୍
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.
{{cite news}}
: CS1 maint: unrecognized language (link)