କି ହେବ ଶୁଆ ପୋଷିଲେ
କି ହେବ ଶୁଆ ପୋଷିଲେ, ୧୯୯୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ରବି ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ପ୍ରଯୋଜନା କରିଥିଲେ ।[୩] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]
କି ହେବ ଶୁଆ ପୋଷିଲେ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ରବି ସ୍ୱାଇଁ |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ବସନ୍ତ ସାହୁ |
କାହାଣୀ | ରବି ସ୍ୱାଇଁ |
କଳାକାର | ବିଜୟ ମହାନ୍ତି ଅନୀତା ଦାସ ଉତ୍ତମ ମହାନ୍ତି ନୂପୁର ଘୋଷ ମିହିର ଦାସ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ମଧୂକର ଏସ୍. ରାଓ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୯ ଜୁଲାଇ ୧୯୯୧[୧] |
କଥାଚିତ୍ରର ସମୟ | ୧୫୪ ମିନିଟ୍ |
ଦେଶ | ![]() |
ଭାଷା | ଓଡ଼ିଆ |
ବିଜୟ ମହାନ୍ତି, ଅନୀତା ଦାସ[୫], ଉତ୍ତମ ମହାନ୍ତି, ନୂପୁର ଘୋଷ, ମୁନ୍ନା ଖାନ୍, ଅରୁଣା, ଜୟୀରାମ ସାମଲ, କାନ୍ତ ସିଂହ, ନିହାର ସାମଲ, ସସ୍ମିତା ପ୍ରଧାନ, ଦେବୁ ବୋଷ, ନିତ୍ୟାନନ୍ଦ ମିଶ୍ର, ଗୀତା ରାଓ, ଅସୀତ ପତି, ମଧୁମିତା, ବ୍ୟୋମୋକେଶ ତ୍ରିପାଠୀ, ବସନ୍ତ ସାମଲ, ଶେଖର ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ବିଜୟ ମହାନ୍ତି
- ଅନୀତା ଦାସ[୬][୭][୮]
- ଉତ୍ତମ ମହାନ୍ତି
- ନୂପୁର ଘୋଷ
- ମୁନ୍ନା ଖାନ୍
- ଅରୁଣା
- ଜୟୀରାମ ସାମଲ
- କାନ୍ତ ସିଂହ
- ନିହାର ସାମଲ
- ସସ୍ମିତା ପ୍ରଧାନ
- ଦେବୁ ବୋଷ[୯]
- ନିତ୍ୟାନନ୍ଦ ମିଶ୍ର
- ଗୀତା ରାଓ
- ଅସୀତ ପତି
- ମଧୁମିତା
- ବ୍ୟୋମୋକେଶ ତ୍ରିପାଠୀ
- ବସନ୍ତ ସାମଲ
- ଶେଖର ଘୋଷ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସୁରେଶ ପରିଡ଼ା ଏବଂ ସ୍ୱରୂପ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାସ ଦାସ, ଅନୁପମା ଦେଶପାଣ୍ଡେ, ଦେବାଶିଷ ମହାପାତ୍ର, ଜୟଶ୍ରୀ ଶିବରାମ, ଉର୍ସୁଲା ବାଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାରସମ୍ପାଦନ କରନ୍ତୁ
- ↑ "Ki Heba Sua Posile". CINE Critics. Retrieved 10 July 2018.
- ↑ "ଓଡ଼ିଆ ଫିଲ୍ମର ମା'". ଧରିତ୍ରୀ. 12 May 2018. Retrieved 10 July 2018.
- ↑ "ଯେଉଁ ଗୀତଟି ଟି-ସୌରୀଙ୍କୁ ଷ୍ଟାର ବନାଇଥିଲା - Odisha Live". DailyHunt (in Odia). Odisha: Odisha.live. 21 May 2018. Archived from the original on 14 January 2019. Retrieved 14 January 2019.
{{cite news}}
: CS1 maint: unrecognized language (link) - ↑ "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
- ↑ "ପରଲୋକରେ ଓଡ଼ିଆ ଅଭିନେତ୍ରୀ ଅନିତା ଦାସ । କଟକ ସେଲଟର ଛକ ବାସଭବନରେ ହୃଦଘାତରେ ଦେହାନ୍ତ । ଓଲିଉଡ ଜଗତରେ ଶୋକର ଛାୟା". kanaknews. 11 May 2018. Retrieved 10 July 2018.
- ↑ "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 14 January 2019. Retrieved 14 January 2019.
- ↑ "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". sambad.in. 11 May 2018. Retrieved 10 July 2018.
- ↑ "ଚାଲିଗଲେ ଅଭିନେତ୍ରୀ ଅନୀତା ଦାସ". ଧରିତ୍ରୀ. 11 May 2018. Retrieved 10 July 2018.
- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 4 September 2018. Retrieved 4 September 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ କି ହେବ ଶୁଆ ପୋଷିଲେ