ପବିତ୍ର ବନ୍ଧନ
୧୯୯୯ର ଓଡ଼ିଆ କଥାଚିତ୍ର
ପବିତ୍ର ବନ୍ଧନ, '୧୯୯୯'ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଶୋକ କୁମାର ଲେଙ୍କାଙ୍କ ପ୍ରଯୋଜନା ଓ ରବି କିନ୍ନାଗୀଙ୍କ ନିର୍ଦ୍ଦେଶନାରେ ଏହା ନିର୍ମିତ ହେଇଥିଲା ।[୧]
ପବିତ୍ର ବନ୍ଧନ | |
---|---|
ନିର୍ଦ୍ଦେଶକ | ରବି କିନ୍ନାଗୀ |
ପ୍ରଯୋଜକ | ଅଶୋକ କୁମାର ଲେଙ୍କା |
କଳାକାର | ମିହିର ଦାସ, ରଚନା ବାନାର୍ଜୀ |
ମୁକ୍ତିଲାଭ ତାରିଖ | ୧୨ ଜାନୁଆରୀ ୧୯୯୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ପବିତ୍ର ବନ୍ଧନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ପ୍ରଚ୍ଛଦପଟ ଗାୟକ: ଦେବୀଶ୍ୱେତା ମିଶ୍ର
ଆଧାରସମ୍ପାଦନ କରନ୍ତୁ
- ↑ ମହାପାତ୍ର, ରାଧାନାଥ. "ଓଡ଼ିଆ କାହାଣୀର ଟେକ ରଖିଛି 'ଚିନି'". ନଜର୍ (ନିତିଦିନ). Retrieved 25 September 2016.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ପବିତ୍ର ବନ୍ଧନ ଇଣ୍ଟରନେଟ ମୁଭି ଡାଟାବେସରେ