ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍

୨୦୧୦ର ଓଡ଼ିଆ କଥାଚିତ୍ର

ତୁ ମୋ ଗାର୍ଲଫ୍ରେଣ୍ଡ୍, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାକେଶ ସିଂହ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍
ନିର୍ଦ୍ଦେଶକଅବତାର ସିଂ
ପ୍ରଯୋଜକରାକେଶ ସିଂ
ଚିତ୍ରନାଟ୍ୟଅବତାର ସିଂ
କଳାକାରଅରିନ୍ଦମ ରାୟ
ରୁପଲେଖା
ଉତ୍ତମ ମହାନ୍ତି
ମିହିର ଦାସ
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ମାର୍ଚ୍ଚ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟସମ୍ପାଦନ କରନ୍ତୁ

ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ

  1. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.

ବାହାର ଆଧାରସମ୍ପାଦନ କରନ୍ତୁ