ଉଇକିପିଡ଼ିଆ:Open Textbook of Medicine
ଅଫଲାଇନ ମେଡିକାଲ ଏନସାଇକ୍ଳୋପିଡିଆକୁ ଆସିଥିବାରୁ ଉଇକିପିଡ଼ିଆ ଆପଣଙ୍କୁ ସ୍ଵାଗତ କରୁଛି । ସ୍ଵାସ୍ଥ୍ୟସେବା, ଶରୀର ଗଠନ (ଆନାଟୋମୀ) ଓ ଡାକ୍ତରୀ ବିଦ୍ୟା ସମ୍ପର୍କୀୟ ସଂପୂର୍ଣ୍ଣ ବିଷୟମାନ ସଂଗ୍ରହ କରି ଏହି ଅଫଲାଇନ ଫର୍ମାଟରେ ଉପଲବ୍ଧ କରାଯାଇଛି । ଉଇକିପିଡିଆ ଭଳି ଏଥିରେ ଖୋଲା ପ୍ରବେଶ ଅଧିକାର ଅଛି, ଅର୍ଥ ଆପଣ ଏହାକୁ ଡାଉନଲୋଡ, ପୁନଃବ୍ୟବହାର, ବଣ୍ଟନ ଓ ଋଦ୍ଧିମନ୍ତ କରିପାରିବେ ।
ଆମେ ଅନେକ ଭାଷାରେ ଏହି ‘ଆପ’ଗୁଡ଼ିକର ବିକାଶ କରିବା ନିମନ୍ତେ କାମ କରୁଛୁ । ସମସ୍ତ ଭାଷାରେ ସମସ୍ତଙ୍କୁ ମେଡିକାଲ ସମାଚାର ପ୍ରବେଶ ଅଧିକାର ଦେବା ନିମନ୍ତେ ‘ଟ୍ରାନ୍ସଲେଟର ଉଇଦାଉଟ ବଡର୍ସ’ ଓ ସ୍ଥାନୀୟ ସମ୍ପାଦକ ଗୋଷ୍ଠୀ ସହଯୋଗରେ ପ୍ରଚେଷ୍ଟା ଜାରି ରହିଛି । ଯଦି ଆପଣଙ୍କୁ ଏହି ‘ଆପ’ ଭଲ ଲାଗୁଛି ଓ ଆପଣ ଆମ ସାଥିରେ ମିଶି ଏହାକୁ ଉନ୍ନତ କରିବାକୁ ଇଚ୍ଛୁକ, ତେବେ ଦୟାକରି ‘ଉଇକିପିଡିଆ:ଉଇକିପ୍ରୋଜେକ୍ଟ ମେଡ଼ିସିନ’ ସହ ଯୋଗଦାନ କରନ୍ତୁ, ସିଧା ସଳଖ ଆମ ସହ ଯୋଗାଯୋଗ କରନ୍ତୁ ବା ଉଇକିପିଡିଆରେ ଆମକୁ ଖୋଜନ୍ତୁ ।
ଦୟାକରି ସ୍ମରଣ ରଖନ୍ତୁ ଏହି ବିଷୟ ଗୁଡିକ ସ୍ଵେଚ୍ଛାସେବୀମାନଙ୍କଦ୍ଵାରା ପ୍ରସ୍ତୁତ । ଯଥା ସମ୍ଭବ ଆମେ ଏହାକୁ ଶୁଦ୍ଧ କରିବାକୁ ଚେଷ୍ଟା କଲେ ମଧ୍ୟ ଏହା ସଂପୂର୍ଣ୍ଣ ନିର୍ଭୁଲ ନ ହୋଇପାରେ । ତେଣୁ ଆପଣଙ୍କୁ ସାଧାରଣ ଅନୁଭବ ପ୍ରୟୋଗ କରିବାକୁ ଅନୁରୋଧ ।
ଡା: ଜେମ୍ସ ହେଲମ୍ୟାନ, ଏମ.ଡି., ସିସିଏଫପି(ଇଏମ),
ଡା: ସୁବାସ ଚନ୍ଦ୍ର ରାଉତ, ଏମ.ଏସ. (ଅର୍ଥୋ), ଏଲଏଲବି.,
ଓ ଉଇକି ପ୍ରୋଜେକ୍ଟ ମେଡ ତଥା ଟ୍ରାନ୍ସଲେଟର ଉଇଦାଉଟ ବର୍ଡର ଟିମ
Translators Without Borders
ହୃତ୍ପିଣ୍ଡ ରୋଗ ଉଦର ମହାଧମନୀ ସ୍ପୀତି • ଆଓର୍ଟିକ ସ୍ଟେନୋସିସ • ଆଟ୍ରିଆଲ ଫିବ୍ରିଲେସନ • ଅନିୟମିତ ହୃତ୍ ସ୍ପନ୍ଦନ • ହୃଦରକ୍ତନାଳୀ ରୋଗ • କରୋନାରୀ ଧମନୀ ରୋଗ • ହୃଦ୍ପାତ • ହୃଦ୍ଘାତ • ପ୍ରାନ୍ତୀୟ ଧମନୀ ରୋଗ • ପଲ୍ମୋନାରି ଏମ୍ବୋଲିଜ୍ମ • ରିଉମାଟିକ ଜ୍ୱର • ମୂର୍ଚ୍ଛା |
ଚର୍ମ ରୋଗ ପୁଞ୍ଜିତ ପୂଯ • ମୁଖବ୍ରଣ • ଆଲର୍ଜି • ଓଠକୋଣ ପ୍ରଦାହ • ଆଟୋପିକ ଡର୍ମାଟାଇଟିସ • କ୍ୟାଣ୍ଡିଡିଆସିସ୍ • ସେଲ୍ୟୁଲାଇଟିସ୍ • ହାଡ଼ଫୁଟି • ଚର୍ମ ପ୍ରଦାହ • କେଶହାନୀ • ମୁଣ୍ଡ ଉକୁଣୀ ସଂକ୍ରମଣ • ହର୍ପିସ୍ ସିମ୍ପ୍ଲେକ୍ସ୍ • ହର୍ପିସ୍ ଜୋସ୍ଟର • ମିଳିମିଳା • ସୋରିଆସିସ • କାଛୁ |
କର୍ଣ୍ଣ, ନାସା ଓ ଗଳା ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ • ବଧିରତା • ଅଧଃହନୁ ଅସ୍ଥିଭଗ୍ନ • ନାକ ପଲିପ୍ • ନାକରୁ ରକ୍ତସ୍ରାବ • ବହିଃ କର୍ଣ୍ଣ ପ୍ରଦାହ • ମଧ୍ୟକର୍ଣ୍ଣ ପ୍ରଦାହ • ଗଳା ପ୍ରଦାହ • ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ • କାନନାଦ • ମୁଣ୍ଡବୁଲା |
ଅନ୍ତଃସ୍ରାବୀ ରୋଗ ଆଡିସନ୍ ରୋଗ • କୁସିଙ୍ଗ ସିଣ୍ଡ୍ରୋମ • କମ୍ପୋନ୍ମାଦ • ମଧୁମେହ • ମଧୁମେହ ଟାଇପ ୧ • ମଧୁମେହ ଟାଇପ ୨ • ଗର୍ଭାବଧି ମଧୁମେହ • ଗ୍ରେଭସ ରୋଗ • ଅତି ସୋଡ଼ିଅମ ରକ୍ତତା • ହାଇପରଥାଇରଏଡିଜମ • ନିମ୍ନ ରକ୍ତ ଶର୍କରା • ଅଳ୍ପ ସୋଡ଼ିଅମ ରକ୍ତତା • ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା • ମେଦ ବହୁଳତା • ପ୍ରାଇମେରୀ ଆଲଡୋଷ୍ଟେରୋନିଜମ • ଭିଟାମିନ ବି୧୨ ଅଭାବ |
ସାଧାରଣ ଶଲ୍ୟ ଆପେଣ୍ଡିସାଇଟିସ • ଅନ୍ତ୍ରାବରୋଧ • ସିଲିଆକ୍ ଡିଜିଜ୍ • ପିତ୍ତକୋଷ ପ୍ରଦାହ • କ୍ରନ୍ ରୋଗ • ତରଳ ଝାଡ଼ା • ପାକସ୍ଥଳୀ ପ୍ରଦାହ • ଖାଦ୍ୟନଳୀ ରକ୍ତସ୍ରାବ • ଜଠରାନ୍ତ୍ର ଛିଦ୍ର • ଅର୍ଶ • ହାର୍ନିଆ • ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ • ଅଗ୍ନାଶୟ ପ୍ରଦାହ • ଅମ୍ଳରୋଗ • ପର୍ନିସିଅସ୍ ଆନିମିଆ • ଅଲସରେଟିଭ କୋଲାଇଟିସ • ଭଲଭ୍ୟୁଲସ |
ସଂକ୍ରମକ ରୋଗ ଆଫ୍ରିକୀୟ ଟ୍ରିପାନୋସୋମିଆସିସ • ଜିଆ ରୋଗ • ବୁରୁଲି ଘାଆ • ସେଲ୍ୟୁଲାଇଟିସ୍ • ଚାଗାସ୍ ରୋଗ • ଶର୍ଦ୍ଦି • ସିସ୍ଟିସର୍କୋସିସ • ଡ୍ରାକୁନ୍କୁଲିଆସିସ • ଇବୋଲା ଭୂତାଣୁ ରୋଗ • ହେପାଟାଇଟିସ ଏ • ହେପାଟାଇଟିସ ବି • ହେପାଟାଇଟିସ ସି • ଏଡ୍ସ୍ • କୁଷ୍ଠ • ଲାଇମ ରୋଗ • ମ୍ୟାଲେରିଆ • ମେନିଞ୍ଜାଇଟିସ୍ • ଜଳାତଙ୍କ • ସିଫିଲିସ୍ • ଯକ୍ଷ୍ମା • ପୀତ ଜ୍ୱର • ଜିକା ଜ୍ୱର |
ଔଷଧ ପ୍ରୟୋଗ ଜନ୍ମ ନିରୋଧ • କାର୍ବାମାଜେପିନ • ସେଫାଲେକ୍ସିନ୍ • କଲେରା ଟିକା • କୋକେନ • ଡାପ୍ସୋନ୍ • ଡାଏଜେପାମ • ହାଇଡ୍ରୋକ୍ଲୋରୋଥିଆଜାଇଡ • ଆଇବୁପ୍ରୋଫେନ୍ • ଇନଫ୍ଲୁଏଞ୍ଜା ଟିକା • ଇପ୍ରାଟ୍ରୋପିଅମ ବ୍ରୋମାଇଡ • କେଟାମିନ • ଲେଭୋଫ୍ଲୋକ୍ସାସିନ୍ • ମିଳିମିଳା ଟିକା • ମେଟୋପ୍ରୋଲୋଲ • ମିଫେପ୍ରିସ୍ଟୋନ • ମର୍ଫିନ • ନିସ୍ଟାଟିନ୍ • ପାରାସେଟାମୋଲ (ଆସେଟାମିନୋଫେନ) • ପ୍ରୋପୋଫଲ୍ • ସାଲବୁଟାମୋଲ |
ଚକ୍ଷୁ ରୋଗ କ୍ଷୀଣ ଦୃଷ୍ଟି • ପରଳ • ବର୍ଣ୍ଣାନ୍ଧତା • ନେତ୍ରାବରଣ ପ୍ରଦାହ • ନେତ୍ରପଟଳ ସ୍ଖଳନ • ଶୁଷ୍କ ଚକ୍ଷୁ • ଗ୍ଲକୋମା • ମାକୁଲାର ଡିଜେନେରେସନ • ଚକ୍ଷୁ ପ୍ରତିସରଣ ଦୋଷ • ଟ୍ରାକୋମା |
ମାଂସପେଶୀ ଓ ଗଣ୍ଠି ବେମାରୀ କାର୍ପାଲ ଟନେଲ ସିଣ୍ଡ୍ରୋମ • ଫାଇବ୍ରୋମ୍ୟାଲ୍ଜିଆ • ବାତରକ୍ତ • କଟି ଯନ୍ତ୍ରଣା • ଓଷ୍ଟିଓଆର୍ଥ୍ରାଇଟିସ • ଓଷ୍ଟିଓପୋରୋସିସ • ପ୍ଲାଣ୍ଟାର ଫାସାଇଟିସ • ସୋରିଆସିସ • ରିଉମାଟଏଡ ଆର୍ଥ୍ରାଇଟିସ • ସାର୍କଏଡୋସିସ୍ • ସିଆଟିକା |
ମହିଳା ସ୍ୱାସ୍ଥ୍ୟ ଗର୍ଭପାତ • ସ୍ତନ୍ୟପାନ • ପ୍ରସବ • ଋତୁଶୂଳ • ଏକ୍ଲାମ୍ପସିଆ • ଅଥାନ ଗର୍ଭ • ଏଣ୍ଡୋମେଟ୍ରିଓସିସ • ଗର୍ଭିଣୀ ଅତିବମନ • ଋତୁବନ୍ଦ • ଋତୁସ୍ରାବ • ଗର୍ଭ ଅସୁସ୍ଥି • ବାଧାପ୍ରାପ୍ତ ପ୍ରସବ • ଓଭାରିଆନ ସିସ୍ଟ • ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ • ପ୍ରି-ଏକ୍ଲାମ୍ପସିଆ • ଗର୍ଭାବସ୍ଥା • ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ • ଅବଧିପୂର୍ବ ପ୍ରସବ • ଟ୍ରାଇକୋମୋନିଆସିସ୍ • ଜରାୟୁ ଫାଇବ୍ରଏଡ |