ବ୍ୟବହାରକାରୀ:MKar/ଭୁବନେଶ୍ୱର ପୁସ୍ତକମେଳା

ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର (ଆରମ୍ଭ: ୧୯୮୯) ସମ୍ପାଦନା

ପୁସ୍ତକମେଳା କମିଟି ପକ୍ଷରୁ ଅର୍ଜ୍ଜିତ ଲାଭାଂଶ ସହାୟତାରେ ୧୯୮୯ ମସିହାଠାରୁ ଜଣେ ଚାଳିଶି ବର୍ଷରୁ କମ୍ ବୟସ୍କ ସାହିତ୍ୟିକଙ୍କୁ ତାଙ୍କ ଅବଦାନ ପାଇଁ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର ଦିଆ ଯାଇଆସୁଛି । ପୁରସ୍କାର ଆକାରରେ ପ୍ରଥମରୁ ପାଞ୍ଚହଜାର ଟଙ୍କା ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଉଥିବା ବେଳେ ୧୯୯୭ ମସିହାଠାରୁ ଏହି ପୁରସ୍କାରର ମୂଲ୍ୟ ଦଶହଜାରକୁ ଓ ୨୦୧୧ ମସିହାରୁ ବୟସସୀମା ୪୫ବର୍ଷକୁ ବୃଦ୍ଧି କରାଯାଇଅଛି ।

ରବି ପଟ୍ଟନାୟକ ସ୍ମୃତି ପୁରସ୍କାର (ଆରମ୍ଭ: ୧୯୯୨) ସମ୍ପାଦନା

ଭୁବନେଶ୍ୱର ପୁସ୍ତକ ମେଳା ଶିଶୁ ସାହିତ୍ୟ ପୁରସ୍କାର (ଆରମ୍ଭ: ୧୯୯୭) ସମ୍ପାଦନା

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ପୁରସ୍କାର (ଆରମ୍ଭ: ୨୦୦୪) ସମ୍ପାଦନା

ସଚ୍ଚି ରାଉତରାୟ କବିତା ସମ୍ମାନ (ଆରମ୍ଭ: ୨୦୦୫) ସମ୍ପାଦନା

ବିଜୟକୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ (ଆରମ୍ଭ: ୨୦୦୬) ସମ୍ପାଦନା

ଉତ୍ତମ ଚରଣ ନାୟକ ଗଳ୍ପ ପୁରସ୍କାର (ଆରମ୍ଭ: ? ) ସମ୍ପାଦନା

ଖଗେଶ୍ୱର ମହାପାତ୍ର ସ୍ମୃତି ପୁରସ୍କାର (ଆରମ୍ଭ: ? ) ସମ୍ପାଦନା

ବରେନ୍ଦ୍ର କୃଷ୍ଣ ଧଳ ସ୍ମୃତି ପୁରସ୍କାର (ଆରମ୍ଭ: ? ) ସମ୍ପାଦନା

ପଶ୍ଚିମା ସାହିତ୍ୟ ସମ୍ମାନ ସମ୍ପାଦନା

ପଶ୍ଚିମା ଗଳ୍ପ ସମ୍ମାନ (ଆରମ୍ଭ:୨୦୦୯ ?) ସମ୍ପାଦନା

ପଶ୍ଚିମା କବିତା ସମ୍ମାନ (ଆରମ୍ଭ:୨୦୧୦) ସମ୍ପାଦନା

ପଶ୍ଚିମା ପ୍ରବନ୍ଧ ସମ୍ମାନ ସମ୍ପାଦନା

ପଶ୍ଚିମା ଉପନ୍ୟାସ ସମ୍ମାନ ସମ୍ପାଦନା

  1. "ମଞ୍ଚ ନାଟକ ଅଭିନୟରେ ପରିପକ୍ୱତା ଆଣେ". ଧରିତ୍ରୀ. ୮ ଅଗଷ୍ଟ ୨୦୧୯. p. ୧୨. Retrieved 4 March 2022. {{cite web}}: Check date values in: |date= (help)