ସ୍ୱାଗତିକା ସ୍ୱାଇଁ
ଓଡ଼ିଆ ସାହିତ୍ୟିକା
ସ୍ୱାଗତିକା ସ୍ୱାଇଁ (ଜନ୍ମ: ୪ ଜାନୁଆରୀ ୧୯୭୫) ଜଣେ ଓଡ଼ିଆ ସାହିତ୍ୟିକା ।[୧][୨][୩] ଏଯାବତ ତାଙ୍କର ୩ଟି ଗଳ୍ପ ସଂକଳନ ଓ ୭ଟି ଉପନ୍ୟାସ ପ୍ରକାଶ ପାଇସାରିଛି । ନାରୀର ସ୍ୱପ୍ନ, ସଂଘର୍ଷ ଓ ଆଧୁନିକ ଜୀବନଧାରା ତାଙ୍କ ରଚନାରେ ପ୍ରମୁଖ ସ୍ଥାନ ପାଇଥାଏ ।
ସ୍ୱାଗତିକା ସ୍ୱାଇଁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଟକ | ୪ ଜାନୁଆରୀ ୧୯୭୫
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ
ଗଳ୍ପ ସଂକଳନସମ୍ପାଦନ କରନ୍ତୁ
- ଅସଂପର୍କ
- ଏଇ ଦୁଃଖର ନାଁ ନାଇଁ
- ଆକାଶର ରଙ୍ଗ କଳା
ଉପନ୍ୟାସସମ୍ପାଦନ କରନ୍ତୁ
- ନିକୁଲ
- ଏକା ଏକା
- ପାସୱାର୍ଡ଼
- ଦ୍ରୋହକାଳ
ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Inbrief/Parichay felicitates 12 women achievers". www.dailypioneer.com. 08 March 2015. Retrieved 26 February 2021.
- ↑ "Kalinga Literary Festival organizing annual Kandhamal Literary Festival on 26th November 2017 at Phulbani". Odisha Diary. 7 November 2017. Retrieved 26 February 2021.
- ↑ http://udayanathcollege.org.in/?page_id=134
- ↑ "କଥା ଝରକା" (ମାର୍ଚ୍ଚ ୨୦୧୮): ୩୬. Retrieved 19 March 2018.
|first=
missing|last=
(help); Cite journal requires|journal=
(help) - ↑ "Writer's work goes digital". telegraphindia.com. Retrieved 26 February 2021.