ସ୍ୱାଗତିକା ସ୍ୱାଇଁ

ଓଡ଼ିଆ ସାହିତ୍ୟିକା

ସ୍ୱାଗତିକା ସ୍ୱାଇଁ (ଜନ୍ମ: ୪ ଜାନୁଆରୀ ୧୯୭୫) ଜଣେ ଓଡ଼ିଆ ସାହିତ୍ୟିକା ।[୧][୨][୩] ଏଯାବତ ତାଙ୍କର ୩ଟି ଗଳ୍ପ ସଂକଳନ ଓ ୭ଟି ଉପନ୍ୟାସ ପ୍ରକାଶ ପାଇସାରିଛି । ନାରୀର ସ୍ୱପ୍ନ, ସଂଘର୍ଷ ଓ ଆଧୁନିକ ଜୀବନଧାରା ତାଙ୍କ ରଚନାରେ ପ୍ରମୁଖ ସ୍ଥାନ ପାଇଥାଏ ।

ସ୍ୱାଗତିକା ସ୍ୱାଇଁ
ଜନ୍ମ ଓ ଜନ୍ମସ୍ଥାନ (1975-01-04) ୪ ଜାନୁଆରୀ ୧୯୭୫ (ବୟସ ୪୬)
କଟକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ

ଗଳ୍ପ ସଂକଳନସମ୍ପାଦନ କରନ୍ତୁ

  • ଅସଂପର୍କ
  • ଏଇ ଦୁଃଖର ନାଁ ନାଇଁ
  • ଆକାଶର ରଙ୍ଗ କଳା

ଉପନ୍ୟାସସମ୍ପାଦନ କରନ୍ତୁ

  • ନିକୁଲ
  • ଏକା ଏକା
  • ପାସୱାର୍ଡ଼
  • ଦ୍ରୋହକାଳ

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • କଥା ନବପ୍ରତିଭା ସମ୍ମାନ
  • ଜଗଦୀଶ ଯୁବ ସମ୍ମାନ[୪]
  • କିଶୋରୀ ଚରଣ ସାହିତ୍ୟ ପୁରସ୍କାର - ୨୦୧୫ [୫]

ଆଧାରସମ୍ପାଦନ କରନ୍ତୁ

  1. "Inbrief/Parichay felicitates 12 women achievers". www.dailypioneer.com. 08 March 2015. Retrieved 26 February 2021.
  2. "Kalinga Literary Festival organizing annual Kandhamal Literary Festival on 26th November 2017 at Phulbani". Odisha Diary. 7 November 2017. Retrieved 26 February 2021.
  3. http://udayanathcollege.org.in/?page_id=134
  4. "କଥା ଝରକା" (ମାର୍ଚ୍ଚ ୨୦୧୮): ୩୬. Retrieved 19 March 2018. |first= missing |last= (help); Cite journal requires |journal= (help)
  5. "Writer's work goes digital". telegraphindia.com. Retrieved 26 February 2021.